ବନ୍ଦ ବେଳେ କଟକରେ ଉତ୍ତେଜନା, ବାଦାମବାଡ଼ିର ଏକ ଘରୋଇ ବ୍ୟାଙ୍କରେ ଭଙ୍ଗାରୁଜା କରିଛନ୍ତି କଂଗ୍ରେସ କର୍ମୀ

କଟକ: ବନ୍ଦ ବେଳେ କଟକରେ ଉତ୍ତେଜନା । ବାଦାମବାଡ଼ିର ଏକ ଘରୋଇ ବ୍ୟାଙ୍କରେ ଭଙ୍ଗାରୁଜା କରିଛନ୍ତି କଂଗ୍ରେସ କର୍ମୀ । ବ୍ୟାଙ୍କ ଆଶିଂକ ଖୋଲା ଥିବାରୁ କଂଗ୍ରେସ କର୍ମୀମାନେ ଭଙ୍ଗାରୁଜା କରିଛନ୍ତି ।

ଏହି ସମୟରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି । ତେବେ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ ।

Leave A Reply

Your email address will not be published.