Below header

ଆଠଗଡ଼ ଧବଳେଶ୍ୱର ପୀଠରେ ପାଗଳ ମାଙ୍କଡ଼ର ଆତଙ୍କ, କାବୁ କରିବାରେ ବିଫଳ ବନଭିବାଗ

ଆଠଗଡ଼: ଆଠଗଡ଼ ଧବଳେଶ୍ୱର ପୀଠରେ ପାଗଳ ମାଙ୍କଡ଼ର ଆତଙ୍କ । ମାଙ୍କଡ଼କୁ କାବୁ କରିବାରେ ବିଫଳ ହୋଇଛି ବନଭିବାଗ । ଧବଳେଶ୍ୱର ପୀଠ ନିକଟ ନିରୁପମା ହୋଟେଲ ମଧ୍ୟରେ ମାଙ୍କଡ଼ଟି ପଶି ଯାଇଥିବା ବେଳେ କର୍ମଚାରୀମାନେ ହୋଟେଲ ଦ୍ୱାର ବନ୍ଦ କରି ବନ ବିଭାଗକୁ ଖବର ଦେଇଥିଲେ । ତେବେ ବନ କର୍ମଚାରୀ ଜାଲ ନଆଣି ଆସିଥିବାରୁ ମାଙ୍କଡ଼ ଧରିବାରେ ବିଫଳ ହୋଇଥିଲେ । ବନ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ମାଙ୍କଡ଼ କାବୁ ହୋଇପାରିନଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.