Browsing Tag

monkey attack

ମାଙ୍କଡ଼ ଦଳଙ୍କ ଉତ୍ପାତ, ମା’ ଆଖି ଆଗରେ ଚାଲିଗଲା ଝିଅର ଜୀବନ

ହିନ୍ଦୋଳ (କେନ୍ୟୁଜ): ମାଙ୍କଡ ଦଳ ଆକ୍ରମଣ ଭୟରେ ମା' ଆଖି ଆଗରେ ଚାଲି ଗଲା ଝିଅର ଜୀବନ । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଳିଙ୍ଗା ଗ୍ରାମପଞ୍ଚାୟତ ପାଳଚକଡା ଗ୍ରାମରେ । ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ିଗଲେ ମା ଓ ଝିଅ। ମା ଅଳ୍ପକେ ଉଦ୍ଧାର ପାଇଲେସିନା…

କଟକ ଜିଲ୍ଲା ମାହାଙ୍ଗାରେ୧୫ ଦିନ ହେଲା ଆତଙ୍କ ଖେଳାଇଛି ମାଙ୍କଡ, ଏପର୍ଯ୍ୟନ୍ତ ୫ଜଣକୁ କଲାଣି ଘାଇଲା

ମାହାଙ୍ଗା(କେନ୍ୟୁଜ୍):  ମାଙ୍କଡ଼ ଆତଙ୍କ । କଟକ ଜିଲ୍ଲା ମାହାଙ୍ଗାରେ ମାଙ୍କଡ଼ଙ୍କ ଉପଦ୍ରବ । ଜସୁଆପୁର ଓ ପର୍ଶୁରାମପୁର ଗାଁରେ ୧୫ ଦିନ ହେଲା ଆତଙ୍କ ଖେଳାଇଛି ମାଙ୍କଡ । ଏପର୍ଯ୍ୟନ୍ତ ମାଙ୍କଡ ଆକ୍ରମଣରେ ୫ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମାଙ୍କଡ ଭୟରେ ବାହାରକୁ ବାହାରୁନାହାନ୍ତି…

ଏନଡିଆରଏଫ ଯବାନଙ୍କୁ କାମୁଡିଲା ପାଗଳ ମାଙ୍କଡ଼, ୫ ଆହତ

କଟକ (କେନ୍ୟୁଜ) : ଏନଡିଆରଏଫ ଯବାନଙ୍କୁ କାମୁଡିଲା ପାଗଳ ମାଙ୍କଡ଼। ପାଗଳ ମାଙ୍କଡ଼କାମୁଡ଼ାରେ ୫ ଏନଡିଆରଏଫ ଯବାନ ଆହତ। କଟକ ମୁଣ୍ଡଳୀସ୍ଥିତ ଏନଡିଆରଏଫର ଥାର୍ଡ ବାଟାଲିୟନ ପରିସରରେ ଦୁଇଦିନ ଧରି ପାଗଳ ମାଙ୍କଡ଼ ଘୁରିବୁଲୁଥିଲା। ଆଜି ପାଞ୍ଚ ଜଣ ଯବାନଙ୍କୁ କାମୁଡି ରକ୍ତାକ୍ତ କରିଛି। ପାଗଳ…

ମାତିଛି ପାଗଳ ମାଙ୍କଡ: ଆକ୍ରମଣରେ ୫ ମହିଳା ଓ ୩ରୁ ଊର୍ଦ୍ଧ୍ଵ ପୁରୁଷ ଶିକାର, କାବୁ କରିବାରେ ବନ ବିଭାଗ ଫେଲ୍

ଟାଙ୍ଗୀ(କେନ୍ୟୁଜ) : ତିନି ଦିନରେ ମାଙ୍କଡ କାମୁଡ଼ାରେ ୫ ମହିଳା ଓ ୩ରୁ ଊର୍ଦ୍ଧ୍ଵ ପୁରୁଷ ଶୀକାର। ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ପାରି ଓରଡ ଗ୍ରାମରେ ଦେଖିବାକୁ ମିଳିଛି ଏହି ଘଟଣା । ତିନି ଦିନ ତଳେ ଏକ ହନୁ ମାଙ୍କଡ ପାଗଳ ହୋଇ ଗାଁରେ ଆସି ଡିଆଁ ଡେଇଁ କରିଥିଲା । ଗାଁ ଲୋକଙ୍କ ବାଡିରେ…

ହନୁମାଙ୍କଡ଼ ଆକ୍ରମଣରେ ଗୁରୁତର ଆହତ ହେଲେ ୬୫ ବର୍ଷୀୟ ବୃଦ୍ଧ

ଖୋର୍ଦ୍ଧା ( କେନ୍ୟୁଜ): ଆଜି ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ନଇରୀ ଗ୍ରାମରେ ବୃଦ୍ଧଙ୍କୁ ମାଙ୍କଡ କାମୁଡି କ୍ଷତ ବିକ୍ଷତ କରି ପକାଇଛି । ତାଙ୍କ ନାମ ବିଷ୍ଟୁ ଚରଣ ଖଟେଇ | ତାଙ୍କ ବୟସ ୬୫ ବର୍ଷ । ବୃଦ୍ଧଙ୍କର ବେକରେ ଗଭୀର କ୍ଷେତ ହୋଇଛି । ଏବେ ଲଗ ଡାଉନ ସମୟରେ ଖାଦ୍ୟ ଅଭାବ ଯୋଗୁଁ ଜଙ୍ଗଲି…

ଆଠଗଡ଼ ଧବଳେଶ୍ୱର ପୀଠରେ ପାଗଳ ମାଙ୍କଡ଼ର ଆତଙ୍କ, କାବୁ କରିବାରେ ବିଫଳ ବନଭିବାଗ

ଆଠଗଡ଼: ଆଠଗଡ଼ ଧବଳେଶ୍ୱର ପୀଠରେ ପାଗଳ ମାଙ୍କଡ଼ର ଆତଙ୍କ । ମାଙ୍କଡ଼କୁ କାବୁ କରିବାରେ ବିଫଳ ହୋଇଛି ବନଭିବାଗ । ଧବଳେଶ୍ୱର ପୀଠ ନିକଟ ନିରୁପମା ହୋଟେଲ ମଧ୍ୟରେ ମାଙ୍କଡ଼ଟି ପଶି ଯାଇଥିବା ବେଳେ କର୍ମଚାରୀମାନେ ହୋଟେଲ ଦ୍ୱାର ବନ୍ଦ କରି ବନ ବିଭାଗକୁ ଖବର ଦେଇଥିଲେ । ତେବେ ବନ କର୍ମଚାରୀ ଜାଲ ନଆଣି…