Below header

କଟକ ଜିଲ୍ଲା ମାହାଙ୍ଗାରେ୧୫ ଦିନ ହେଲା ଆତଙ୍କ ଖେଳାଇଛି ମାଙ୍କଡ, ଏପର୍ଯ୍ୟନ୍ତ ୫ଜଣକୁ କଲାଣି ଘାଇଲା

ମାଙ୍କଡ ଭୟରେ ବାହାରକୁ ବାହାରୁନାହାନ୍ତି ଗ୍ରାମବାସୀ। କୌଣସି କାମରେ ଗଲେ ଠେଙ୍ଗା ବାଡି ଧରି ଯାଉଛନ୍ତି । ପିଲାମାନେ ଭୟରେ ସ୍କୁଲରେ ଯାଉନାହାନ୍ତି। ବନବିଭାଗ। ମାଙ୍କଡକୁ ତୁରନ୍ତ କାବୁ କରିବାକୁ ବନବିଭାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।

ମାହାଙ୍ଗା(କେନ୍ୟୁଜ୍):  ମାଙ୍କଡ଼ ଆତଙ୍କ । କଟକ ଜିଲ୍ଲା ମାହାଙ୍ଗାରେ ମାଙ୍କଡ଼ଙ୍କ ଉପଦ୍ରବ । ଜସୁଆପୁର ଓ ପର୍ଶୁରାମପୁର ଗାଁରେ ୧୫ ଦିନ ହେଲା ଆତଙ୍କ ଖେଳାଇଛି ମାଙ୍କଡ । ଏପର୍ଯ୍ୟନ୍ତ ମାଙ୍କଡ ଆକ୍ରମଣରେ ୫ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମାଙ୍କଡ ଭୟରେ ବାହାରକୁ ବାହାରୁନାହାନ୍ତି ଗ୍ରାମବାସୀ। କୌଣସି କାମରେ ଗଲେ ଠେଙ୍ଗା ବାଡି ଧରି ଯାଉଛନ୍ତି । ପିଲାମାନେ ଭୟରେ ସ୍କୁଲରେ ଯାଉନାହାନ୍ତି। ବନବିଭାଗ। ମାଙ୍କଡକୁ ତୁରନ୍ତ କାବୁ କରିବାକୁ ବନବିଭାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.