Below header

ଶୋଇଥିବାବେଳେ ଭୁଶୁଡିଲା କାନ୍ଥ, ୧୦ ମାସ ଶିଶୁର ମୃତ ଏବଂ ଚାରି ଜଣ ଆହତ

ଗଞ୍ଜାମ (କେନ୍ୟୁଜ୍) : କାନ୍ଥ ନେଲା ଜୀବନ। କାନ୍ଥ ଭୁଷୁଡି ଜଣେ ୧୦ ମାସ ଶିଶୁର ମୃତ୍ୟୁ ହୋଇଛି। ଚାରି ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଜ୍ରଗୁମ୍ମା ଗାଁରେ ଏହି ଅଘଟଣ ଘଟିଛି। ମୃତକ ହେଲେ ସନ୍ତୋଷ କୁମାର ନାଇକଙ୍କ ୧୦ମାସର ପୁଅ । ଗତକାଲି ରାତିରେ ସମସ୍ତେ ଶୋଇଥିବାବେଳେ ହତାଠ୍‌ କାନ୍ଥଟି ଭୁଷୁଡି ପଡିଥିଲା। ବିଡିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.