ମହାକାଳପଡ଼ା ବ୍ଲକ ମହାନଦୀ ଚଟକା ମୁହାଁଣରେ ଅଘଟଣ : ୪ ମତ୍ସ୍ୟଜୀବୀ ନିଖୋଜ, ଉଦ୍ଧାର କାମ ଜାରି

କେନ୍ଦ୍ରାପଡା (କେନ୍ୟୁଜ୍) : ମହାକାଳପଡ଼ା ବ୍ଲକ ମହାନଦୀ ଚଟକା ମୁହାଁଣରେ ଅଘଟଣ । ଗତକାଲି ଜମ୍ବୁରୁ ୪ଜଣ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଯାଇ ଫେରୁଥିବା ବେଳେ ବର୍ଷା ଯୋଗୁଁ ଡଙ୍ଗାଟି ବୁଡି ଯାଇଥିଲା । ଏହି ଘଟଣାରେ ଜଣେ ଉଦ୍ଧାର ହୋଇଥିବା ବେଳେ ଡ଼ଙ୍ଗାର ମାଲିକ ତପନ ଦାସ ଏବେବି ନିଖୋଜ ଅଛନ୍ତି । ଘଟଣାସ୍ଥଳର ୫ଟି ବୋଟରେ ଉଦ୍ଧାର କାମ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.