Below header

କେନାଲରେ ବୁଡି ଯୁବକ ମୃତ, ଗାଧୋଇବା ବେଳେ ବୁଡିଗଲେ

କେନାଲରେ ବୁଡି ଯୁବକ ମୃତ। ପୁରୀ କେନାଲରେ ବୁଡି ଗଲେ ଯୁବକ ।

କଟକ : କେନାଲରେ ବୁଡି ଯୁବକ ମୃତ । ପୁରୀ କେନାଲରେ ବୁଡି ଗଲେ ଯୁବକ । ମୃତ ଯୁବକ ହେଲେ ରୋହିତ କୁମାର ନାୟକ । ବାରଙ୍ଗ ଥାନା ଅନ୍ତର୍ଗତ ନୟାପାଟଣା ଅଞ୍ଚଳରେ ଯୁବକଙ୍କ ଘର  । ଗାଧୋଇବା ବେଳେ ବୁଡି ଯାଇଛନ୍ତି ଯୁବକ । ମୃତ ଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ । ସ୍ଥାନୀୟ ପୋଲିସକୁ ମୃତଦେହ ହସ୍ତାନ୍ତର କରିଛି ଅଗ୍ନିଶମ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.