ଅଭାବନୀୟ : ଦୁଇ ଛୁଆଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା

ମାଲକାନଗିରି (କେନ୍ୟୁଜ୍) : ଅଭାବନୀୟ। ଦୁଇ ଛୁଆଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା। ମାଆର ମୃତ୍ୟୁ ହୋଇଥିବାବେଳେ ଦୁଇ ଛୁଆଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାଲକାନଗିରି ସଦର ମହକୁମା ବ୍ଲକର ଗୌଡ଼ଗୁଡ଼ା ଗାଁରେ ଏହି ଅଘଟଣ ଘଟିଛି। ମୃତକ ସୀତା ମାଡକାମୀ। ଛୁଆ ଦୁଇ ଜଣ ୫ ବର୍ଷ ଶିଶୁ କନ୍ୟା ଓ ୮ ବର୍ଷର ଶିଶୁ ପୁତ୍ର। ବର୍ଷକ ଆଗରୁ ସୀତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଛି। ତେବେ ଅର୍ଥାଭାବରୁ ଏପରି ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.