Below header

ବାଲେଶ୍ୱର: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ସହଦେବଖୁଣ୍ଟାରୁ ୩ ଅଭିଯୁକ୍ତଙ୍କୁ ଗିରଫ କଲା STF

ବାଲେଶ୍ୱର: ଦିନକୁ ଦିନ ବଢିଚାଲିଛି ଅବପରାଧ । ପୋଲିସକୁ ଚାଲେଞ୍ଜ କରି ପ୍ରତିଦିନ ଘଟିବାରେ ଲାଗିଛି କଳାକାନାମା । ଏହାରି ଭିତରେ ବିଶେଷ ଭାବେ ବ୍ରାଉନସୁଗର କାରବାର ଯୋଗଦାର ଚାଲିଥିବାବେଳେ, ବାଲେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି ।

ସହଦେବଖୁଣ୍ଟାରୁ ୩ ଅଭିଯୁକ୍ତଙ୍କୁ ଗିରଫ କଲା STF । ୮୫ ହଜାର ନଗଦ ଟଙ୍କା ମଧ୍ୟ ଜବତ ହୋଇଛି । ଚଳିତ ବର୍ଷ ୨୩ କେଜି ୨୭୩ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ୨୫ଟି ମାମଲାରେ ୪୭ ଜଙ୍କୁ ଗିରଫ କଲାଣି STF ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.