Below header

ପୁରୀ ବାସେଳି ସାହି ପୋଲିସ୍ ହାତରେ ବ୍ରାଉନ୍‌ ସୁଗାର ଗ୍ୟାଙ୍ଗ: ୭ ଗିରଫ, ୨୭ଲକ୍ଷ ଟଙ୍କାର ଧଳା ଜହର ଜବତ

ପୁରୀ : ପୁରୀ ପୋଲିସ ହାତରେ ବ୍ରାଉନ୍‌ ସୁଗାର ଗ୍ୟାଙ୍ଗ। ବାସେଳି ସାହି ପୋଲିସ ବ୍ରାଉନ୍‌ ସୁଗାର ନିଶା କାରବାର କରୁଥିବା ୭ଜଣଙ୍କୁ ଗିରଫ କରିବା ସହ ୨୭ଲକ୍ଷ ଟଙ୍କାର ଧଳା ଜହର ଜବତ କରିଛି।

ଏହା ସହ ଏକ ଟାଟା ସଫାରୀ , ପିସ୍ତଲ ଓ ବାଇକ୍‌ ଜବତ କରିଛି। ପୋଲିସ ପକ୍ଷରୁ ମଙ୍ଗଳାଘାଟ ଛକ ନିକଟରେ ଗାଡିମୋଟର ଯାଞ୍ଚ କରାଯାଉଥିବାବେଳେ ଏକ ବାଇକ୍‌ ଓ ଟାଟା ସଫାରୀକୁ ଅଟକାଇଥିଲେ। ଦାଡିକୁ ଯାଞ୍ଚ କରିବାବେଳେ ସେଥିରୁ ୨୭୩ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.