Below header

ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳରୁ ୬ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କଲା କ୍ୟୁଏଟି, ୨ ବେପାରୀ ଗିରଫ

ଭୁବନେଶ୍ବର: ରାଜଧାନୀରୁ ପୁଣି ବ୍ରାଉନ୍‌ସୁଗାର ଜବତ । ତମାଣ୍ଡୋ ଅଞ୍ଚଳରୁ ୬୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିଛି କ୍ୟୁଏଟି । ୨ ଜଣ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ।

ସୂଚନା ଥାଉକି, ଗତ କିଛି ଦିନ ତଳେ ରାଜଧାନୀର ସହିଦନଗର ଅଞ୍ଚଳରୁ ୧୩ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଥିଲା । ଏହାସହିତ, ୨ ଜଣ ଚାଲାଣକାରୀଙ୍କୁ ମଧ୍ଯ ଗିରଫ କରିଥିଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ଵାଡ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.