Below header

ପ୍ରେମ ପାଇଁ ପ୍ରେମିକାର ଆତ୍ମହତ୍ୟା ! ଜୟଦେବ ବାଟିକାରୁ ମିଳିଲା ମୃତଦେହ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ବାଟିକା ଭିତରେ ଯୁବତୀଙ୍କ ଆତ୍ମହତ୍ୟା । ଯୁବତୀ ଜଣକ ପ୍ରେମ ଜନିତ କାରଣରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ି ନାହିଁ । ବଣଭୋଜି ପାଇଁ ଉଦ୍ଦିଷ୍ଟ ଥିବା ଜାଗା ପାରେ ଯୁବତୀର ମୃତଦେହ ପଡ଼ିଥିବା ଦେଖା ଯାଇଥିଲା । ଖବର ପାଇବା ପରେ ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.