ବାହାଘର ଭୋଜିରେ ଫୁଟିଲା ଗୁଳି, ଗୁଳି ଫୁଟାଇ ଖୁସି ମନାଇଲେ ଯୁବକ

ବାହାଘର ଭୋଜିରେ ଗୁଳି ଫୁଟିଲା | ବାହାଘର ଭୋଜିରେ ଏତେ ଉତ୍ସାହିତ ହେଲେ ଯେ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଖୁସି ମନାଇଲେ ତାଳଚେରର ରାଜେଶ ଦାସ |

ଅନୁଗୁଳ : ବାହାଘର ଭୋଜିରେ ଗୁଳି ଫୁଟିଲା | ବାହାଘର ଭୋଜିରେ ଏତେ ଉତ୍ସାହିତ ହେଲେ ଯେ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଖୁସି ମନାଇଲେ ତାଳଚେରର ରାଜେଶ ଦାସ | ଅନୁଗୁଳ ଜିଲ୍ଲା ତାଳଚେରର ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ଦେଖିବାକୁ ମିଳିଛି। ପୂର୍ବରୁ ତାଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା ।

 

Leave A Reply

Your email address will not be published.