Below header

ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କଲା ଦୁର୍ବୃତ୍ତ

ଯୁବକଙ୍କୁ ଛୁରୀ ଭୁସି ହତ୍ୟା । ରାୟଗଡା ସହରର ଗୌତମ ନଗରର ହତ୍ୟାକାଣ୍ଡ । ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଛୁର ଭୁସି ହତ୍ୟା କରାଯାଇଛି ।

ଯୁବକଙ୍କୁ ଛୁରୀ ଭୁସି ହତ୍ୟା । ରାୟଗଡା ସହରର ଗୌତମ ନଗରର ହତ୍ୟାକାଣ୍ଡ । ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଛୁର ଭୁସି ହତ୍ୟା କରାଯାଇଛି । ମୃତକ ଖିଲିମିଶିଗୁଦ ଗାଁର ପ୍ରମୋଦ କୋଲାକା । ସମ୍ପର୍କୀୟ ପୁତୁରାଙ୍କୁ ସ୍କୁଲରେ ଛାଡି ଘରକୁ ଫେରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଛୁରାମାଡ଼ କରିଥିଲେ । ଛୁରାମାଡ କରିବା ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଖବର ପାଇ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.