Browsing Tag

12 injured as fire crackers shop blast

ଢେଙ୍କାନାଳ : ବାଣ ଦୋକାନରେ ବିସ୍ଫୋରଣ ଯୋଗୁ ୧୨ ଆହତ,୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ

ଢେଙ୍କାନାଳ (କେନ୍ୟୁଜ ) : ଦୀପାବଳିରେ ଢେଙ୍କାନାଳ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବାଣ ଦୋକାନରେ ବିସ୍ଫୋରଣ ଘଟି ୧୨ ଜଣ ଆହତ ହୋଇଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଜଣେ ଗୁରୁତର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଢେଙ୍କାନାଳ…