Browsing Tag

12 years jail for raping woman

ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ

ଭଂଜନଗର : ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ , ଅଭିଯୁକ୍ତ ସୁଶାନ୍ତ ନାୟକ କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ । ଗତ ୨୦୨୨ ରେ ଆସିକା ଥାନା ଅନ୍ତର୍ଗତ ହରିଡାପଦର ଗାଁ ନିକଟ ଘଟଣା । ଦଣ୍ଡାଦେଶ ଶୁଣାଇଲେ , ଆସିକା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ।