Below header
Browsing Tag

abas yojana

ପାନୀୟ ଜଳ ସହ ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ, କରୁଛନ୍ତି ଅନେକ ଅସୁବିଧାର ସାମ୍ନା

ଖଣି ଖାଦାନଭରା ସୁନ୍ଦରଗଡ଼ ଜିଲ୍ଲା ଏଠି ଜିଲ୍ଲା ଖଣିଜ ପାଣ୍ଠି ସହ ଓମ୍ବାଡସ ଅନୁଦାନରେ ବିଭିନ୍ନ ପ୍ରକଳ୍ପ କରାଯାଉଛି, ମାତ୍ର ଏଠି ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବିଶୁଦ୍ଧ ପାନୀୟ ଜଳ ସହ ଆବାସ ଯୋଜନାରୁ ବଞ୍ଚିତ ଏଠାକାର ଅନେକ ହିତାଧିକାରୀ । ଏ କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ…

ଗରିବ ଲୋକଙ୍କୁ ମିଳୁନି ଆବାସ ଘର, କିନ୍ତୁ ଅନ୍ୟମାନେ ବାରମ୍ବାର ଉଠାଉଛନ୍ତି ଯୋଜନାର ଲାଭ

ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଶ୍ରେଣୀର ଲୋକ ଯେଉଁ ମାନେ ଅର୍ଥ ଅଭାବରୁ କଚ୍ଚା ଓ ଚାଳ ଛପର ଘରେ ରହୁଛନ୍ତି ସେମାନଙ୍କୁ ଚିହ୍ନଟ କରି ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବାପାଇଁ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାର ନିୟମାବଳୀ କରିଛନ୍ତି । କିନ୍ତୁ ସେ ସବୁ ନିୟମକୁ ବେଖାତିର କରି ଆବାସ…

ଆବାସ ଯୋଜନାକୁ ନେଇ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ମୁହଁରେ ମିଛ କୁହାଇଲା ରାଜ୍ୟ ବିଜେପି: ବିଜେଡି

ଭୁବନେଶ୍ୱର (କେନ୍ୟୁଜ): ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ମୁହଁରେ ମିଛ କୁହାଇଲା ରାଜ୍ୟ ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଛ କୁହାଇ ଓଡ଼ିଶାକୁ ଭ୍ରମିତ କରିଛନ୍ତି । PMAY ଯୋଜନାରେ ଓଡିଶାର ଆଉ ୭ଲକ୍ଷ ହିତାଧିକାରୀ ବଞ୍ଚିତ ଅଛନ୍ତି । ଓଡ଼ିଶାକୁ ଯେତେବେଳ ୧୫ ଲକ୍ଷ ଆବାସ ଆବଶ୍ୟକ…