୭ ଦିନିଆ ମାଲେସିଆ ଗସ୍ତରେ ଯିବେ ରାଜ୍ୟ କୃଷି ବିଭାଗର ୧୪ ଅଧିକାରୀ
ଭୁବନେଶ୍ୱର: ମାଲେସିଆ ଗସ୍ତରେ ଯିବେ ରାଜ୍ୟ କୃଷି ବିଭାଗର ୧୪ ଅଧିକାରୀ । ଏପ୍ରିଲ ୧୯ରୁ ୨୬ ତାରିଖ ଯାଏ ୭ ଦିନିଆ ବିଦେଶ ଗସ୍ତ କରିବେ । ଆଜି ଅନୁଷ୍ଠାନିକା ଭାବେ ଏହି କାର୍ଯ୍ୟକ୍ରମକୁ ଫ୍ଲାଗଅପ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ମୋଟ ୧୪ ଜଣ କୃଷକ ଓ ୧୪ଜଣ ଅଫିସର ଏହି…