Browsing Tag

airdopes

boAt ଲଞ୍ଚ କଲା ସବୁଠାରୁ ବେଷ୍ଟ ଫିଚର୍ ଥିବା ଇୟରବଡ୍: ଥରେ ଚାର୍ଜ କଲେ ଚାଲିବ ୩୦ ଘଣ୍ଟା, ରହିଛି ମସ୍ତ୍ ଡିଜାଇନ୍

ଆପଣ ଯଦି ବର୍ତ୍ତମାନ ଇୟର୍ବଡ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। କାରଣ ବେଷ୍ଟ ଫିଚର୍ ସହିତ ବୋଟ୍ ଲଞ୍ଚ କରିଛି ଏହାର ନୂଆ ଇୟରବଡ୍। boAt ଷ୍ଟାଇଲିସ୍ ଡିଜାଇନ୍ ସହିତ ଇୟରବଡ୍ ଲଞ୍ଚ କରିଛି । ଏହାର ମୂଲ୍ୟ ବହୁତ କମ୍ ଏବଂ ବ୍ୟାଟେରୀ ଦୃଷ୍ଟିରୁ ବହୁତ ଜବରଦସ୍ତ।…