ଅଡ଼ୁଆ ଜାଲରେ ଶିଳ୍ପପତି ଅନୀଲ ଅମ୍ବାନୀ, ଘର ଓ ଅଫିସ୍ ସମେତ ୬ଟି ସ୍ଥାନରେ ସିବିଆଇ ରେଡ୍ ଜାରି
ଅନୀଲ ଅମ୍ବାନୀଙ୍କ ଘରେ ସିବିଆଇ ରେଡ୍ । ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଘର ଓ ଅଫିସ ସମେତ ୬ଟି ସ୍ଥାନରେ ରେଡ୍ କରୁଛି ସିବିଆଇ । ମୁମ୍ବାଇର ବିଭିନ୍ନ ସ୍ଥାନରେ ଚାଲିଛି ଚଢ଼ାଉ । ୧୭ ହଜାର କୋଟି ଟଙ୍କା ବ୍ୟାଙ୍କ ଅର୍ଥ ହେରଫେର ମାମଲାର ଛାନଭିନ୍ କରୁଛି ସିବିଆଇ । ସକାଳ ୭ଟାରୁ ରେଡ୍ ଜାରି…