Browsing Tag

ASI and two constables

ଅଭିଯୁକ୍ତ ଥାନାରୁ ଚମ୍ପଟ ମାରିବା ଘଟଣା: ବଦଳିଲେ ଜଣେ ଏଏସ୍‌ଆଇ ଓ ଦୁଇ ଜଣ କନେଷ୍ଟବଳ

ଆନନ୍ଦପୁର (କେନ୍ୟୁଜ): ବଦଳିଲେ ଜଣେ ଏଏସ୍‌ଆଇ ଓ ଦୁଇ ଜଣ କନେଷ୍ଟବଳ। ଆନନ୍ଦପୁର ଥାନାରୁ ଅନ୍ୟତ୍ର ବଦଳି କରିଛନ୍ତି କେନ୍ଦୁଝର ଏସ୍‌ପି। ଅଭିଯୁକ୍ତ ଥାନାରୁ ଚମ୍ପଟ ମାରିବା ଘଟଣାରେ ୩ ଜଣଙ୍କୁ ବଦଳି କରାଯାଇଛି। ମୋବାଇଲ ଓ ଦୋକାନରୁ ଡକାୟତି ଅଭିଯୋଗରେ ଆନନ୍ଦପୁର ଥାନା ଫକୀରପୁର ଗାଁର ଅମର…