Browsing Tag

ayman al zawahiri

ଅଲକାଏଦା ମୁଖ୍ୟ ଅଲ ଜବାହିରୀକୁ ନିପାତ କଲା ଅମେରିକୀୟ ଡ୍ରୋନ, କାବୁଲରେ ଲୁଚି ରହିଥିଲା ଆତଙ୍କୀ ….ଓସାମା ପରେ…

ଆମେରିକାର ବଡ ଦାବି କି ତାର ସେନା ଆତଙ୍କୀ ସଂଗଠନ ଅଲକାଏଦାର ମୁଖ୍ୟ ଅଲ ଜବାହିରୀକୁ କାବୁଲରେ ଏକ ଡ୍ରୋନ ଆକ୍ରମଣରେ ନିପାତ କରିଛି । ଓସମା ବିନ ଲାଦେନ ପରେ ଏହା ଥିଲା ଆମେରିକାର ଦ୍ୱିତୀୟ ବଡ ଅପରେସନ । ଅୟମାନ ଅଲ ଜବାହିରୀର ଜନ୍ମ ୧୯୫୧ ଜୁନ ୧୯ରେ । ମିଶରର ଗିଜାରେ ଏକ ସଂପନ୍ନ ପରିବାରରେ…