Browsing Tag

ayush department

ଖାଲିପଡିଛି ୨୬୧୯ ଆୟୁଷ ଡାକ୍ତର ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବିହାର ଷ୍ଟେଟ ହେଲଥ ସୋସାଇଟି ପକ୍ଷରୁ ଖାଲିପଡିଛି ଆୟୁଷ ପଦବୀ ।  ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ଶେଷ ଡିସେମ୍ବର ୨୧ ତାରିଖରେ ହେବ । ପଦବୀ ବିବରଣୀ : ୨୬୧୯ ଆୟୁଷ ଡାକ୍ତର(ଆର୍ୟୁବେଦିକ) : ୧୪୧୧…

ଖୋର୍ଦ୍ଧା: ଛତାବରକୁ ବର୍ଷେ ପାଇଁ ପୋଷ୍ୟ ଗାଁ ଭାବେ ଗ୍ରହଣ କଲା ଆୟୁଷ ବିଭାଗ, ଲୋକଙ୍କୁ ମିଳିବ ମାଗଣା ଔଷଧ

ଭୁବନେଶ୍ବର(କେନ୍ୟୁଜ୍): ଖେର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଧୀନସ୍ଥ ଛତାବର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଆୟୁଷଗ୍ରାମ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଜାତୀୟ ଆୟୁଷ ମିଶନ ଆନୁକୁଲ୍ୟରେ ଏବଂ ପୂର୍ବଞ୍ଚଳ ମଣ୍ଡଳ ଜିଲ୍ଳା ଆୟୁର୍ବେଦ ଚିକିତ୍ସାଧିକାରୀ, ଭୁବନେଶ୍ୱରଙ୍କ ତତ୍ତ୍ୱାବଧାନରେ…