Browsing Tag

bada dina

ବଡ଼ଦିନ ପାଳନ ପାଇଁ ଉତ୍ସବମୁଖର କନ୍ଧମାଳ ସହର, ରାଇକିଆର ସମସ୍ତ ଚର୍ଚ୍ଚରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ

କେନ୍ୟୁଜ୍(ବ୍ୟୁରୋ): ବଡ଼ଦିନ ପାଳନ ପାଇଁ ଉତ୍ସବମୁଖର କନ୍ଧମାଳ ସହର । ରାଇକିଆର ସମସ୍ତ ଚର୍ଚ୍ଚରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖ୍ରୀଷ୍ଟଧର୍ମର ଭାଇ ଓ ଭଉଣୀମାନେ ନିଜ ନିଜ ଘରକୁ ଅତି ସୁନ୍ଦର ଭାବେ ସଜେଇଛନ୍ତି । କରୋନା ପାଇଁ ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦିନ ପାଳନ…