ବାଂଲାଦେଶରୁ ଓଡ଼ିଶା ଆଣି ନାବାଳିକାଙ୍କୁ ଅନୈତିକ କାର୍ଯ୍ୟରେ ଲଗାଇବା ଘଟଣା, ଆଉ ଦୁଇ ଜଣ ଗିରଫ
କଟକ : ବାଂଲାଦେଶରୁ ଓଡ଼ିଶା ଆଣି ନାବାଳିକାଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜନ କରାଯିବା ଘଟଣାରେ ଆଉ ଦୁଇ ଜଣ କୁ ଗିରଫ କରିଛି କମିଶନରେଟ ପୋଲିସ । ଗୋପୀ ଓରଫ ରଜନୀକାନ୍ତ ବେହେରା ଓ ଡି ଶିବ କୁମାର ଦୋରାକୁ ଗିରଫ କରିଛି କଟକ କମିଶନରେଟ ପୋଲିସ ।
ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ…