Browsing Tag

banned

୧୬ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ୍‌ କଲା ହ୍ୱାଟସଆପ୍‌, ଜାଣନ୍ତୁ କଣ ରହିଥିଲା କାରଣ

ନିୟମର ଉଲ୍ଲଂଘନ ଯୋଗୁ ଲକ୍ଷାଧିକ ଭାରତୀୟ ଆକାଉଣ୍ଟ ବ୍ୟାନ୍ କରିଛି ହ୍ୱାଟ୍ସଆପ୍। ଏନେଇ ମାସିକିଆ ରିପୋର୍ଟ ପ୍ରକାଶ କରିଛି ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍। କେନ୍ଦ୍ର ସରକାରଙ୍କର ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ ଅନୁଯାୟୀ ଏପ୍ରିଲ୍ ମାସରେ ଭାରତରେ ୧୬.୬ ଲକ୍ଷରୁ ଅଧିକ ଭାରତୀୟ…

୧୨ଟି ମୁସଲିମ୍ ଆପକୁ ବ୍ୟାନ କଲା ଗୁଗୁଲ, ମୋବାଇଲରୁ ଡାଟା ଚୋରି କରୁଥିବା ଅଭିଯୋଗ

ନିୟମ ଉଲ୍ଲଂଘନ ଅଭିଯୋଗ ପରେ ପ୍ରସିଦ୍ଧ ମୁସଲିମ୍ ପ୍ରାର୍ଥନା ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ସହିତ ଗୁଗୁଲ୍ ଏହାର ପ୍ଲେ ଷ୍ଟୋରରୁ ପ୍ରାୟ ୧୨ଟି ଆପ୍ ମଧ୍ୟ ହଟାଇ ଦେଇଛି। ସେଥିରେ ବାରକୋଡ୍ ସ୍କାନର୍ ଓ ସମୟ କହିବା ଆପ୍ ମଧ୍ୟ ସାମିଲ ଅଛି । ଗୁଗୁଲ କହିଛି ଯେ, ଏହି ଆପ୍ ଗୁଡ଼ିକ…