Below header
Browsing Tag

Bapi Hansda

ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନସିପରେ ବାପି ହାଂସଦାଙ୍କ ଜଲଓ୍ୱା, ଜିତିଲେ ରୌପ୍ୟ ପଦକ

(କେନ୍ୟୁଜ): ଏସିଆନ୍‌ ୟୁଥ୍‌ ଚାମ୍ପିଅନସିପ୍‌ରେ ରୌପ୍ୟ ପଦକ ଜିତିଲେ ଓଡ଼ିଆ ପୁଅ ବାପି ହାଂସଦା । ୪୦୦ ମିଟର ହର୍ଡଲ୍ସରେ ଜିତିଲେ ରୌପ୍ୟ ପଦକ । ୫୧.୩୮ ସେକେଣ୍ଡରେ ଅତିକ୍ରମ କଲେ ଦୂରତା । ଏନେଇ ଟ୍ଵିଟ କରି ଶୁଭେଚ୍ଛା ଜଣାଇଛନ୍ତି କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା । ଭାରତୀୟ ଆଥଲେଟିକ୍ସଙ୍କ…