Browsing Tag

bharat

ପ୍ରେମ କଲା ବାୟା, ପ୍ରେମ ପାଇଁ ୩୨ ବର୍ଷର ପୁଅକୁ ଛାଡି ବ୍ରାଜିଲରୁ ଭାରତ ଆସିଲେ ମହିଳା

କଥାରେ ଅଛି ପ୍ରେମ ଅନ୍ଧ ଅଟେ । ପ୍ରେମର ଶକ୍ତି ଅପାର । ଏମିତିକି ପ୍ରେମ କୌଣସି ବନ୍ଧବାଡ,ବୟସ ମାନି ନଥାଏ । ସମସ୍ତ ବନ୍ଧନକୁ ଭାଙ୍ଗି ଦେଇଥାଏ ଏହି ପ୍ରେମ । ଆମେ ଆଜି ଏମିତି ଏକ ପ୍ରେମ ବିଷୟରେ ଆପଣଙ୍କୁ ଜଣାଇବୁ । ପ୍ରେମ ପାଇଁ ନିଜ ଦେଶକୁ ନିଜ ପରିବାରକୁ ଛାଡି ଦେଇଛନ୍ତି ଜଣେ ମହିଳା ।…

ୱାଙ୍ଖଡେରେ ସମ୍ମାନ ବଞ୍ଚାଇବାକୁ ସଂଘର୍ଷ କରୁଛି ଭାରତ

ୱାଙ୍ଖଡେରେ ସମ୍ମାନ ବଞ୍ଚାଇବାକୁ ସଂଘର୍ଷ କରୁଛି ଭାରତ।  ନ୍ୟୁଜିଲାଣ୍ଡଠାରୁ ଦୁଇଟି ଟେଷ୍ଟ ହାରିଥିବା ଭାରତ ତୃତୀୟ ଟେଷ୍ଟ ଜିତିବାକୁ ମୈଦାକୁ ଓହ୍ଲାଇ ସାରିଛି ।  ପ୍ରଥମ ଇନିଂସରେ ଦେଖିବାକୁ ମିଲିଥିବା ଭାରତୀୟ ସ୍ପିନରଙ୍କ ଯାଦୁ। ୨୩୫ରନରେ ସରିଛି ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ।…

ପୂର୍ବ ଲଦାଖରେ ଡେମଚୋକ ସେକ୍ଟରରେ ପାଟ୍ରୋଲିଂ ଆରମ୍ଭ କଲା ଭାରତ

ପୂର୍ବ ଲଦାଖରେ ଡେମଚୋକ ସେକ୍ଟରରେ ପାଟ୍ରୋଲିଂ ଆରମ୍ଭ କଲା ଭାରତ ।  ଖୁବ ଶୀଘ୍ର ଦେପସାଙ୍ଗରେ ପାଟ୍ରୋଲିଂ ଆରମ୍ଭ ହେବ ।  ଏହି ସୂଚନା ଦେଇଛି ଭାରତୀୟ ସେନା ।  ୨୦୨୦ ମସିହାରେ ଗଲୱାନ ଘାଟିରେ ସଂଘର୍ଷ ପରେ ପୂର୍ବ ଲଦାଖର ଏହି ଦୁଇଟି ପଏଣ୍ଟକୁ ନେଇ ଭାରତ- ଚୀନ ବିବାଦ ସୃଷ୍ଟି ହୋଇଥିଲା ।…

ଭାରତରେ ପ୍ରଥମ ଥର ପାଇଁ ଘରୋଇ ଭାବେ ନିର୍ମାଣ ହେବ ସାମରିକ ବିମାନ

ଭାରତୀୟ ସାମରିକ ବିମାନ କ୍ଷେତ୍ରରେ ନୂଆ ମାଇଲ ଖୁଣ୍ଟ ।  ଭାରତରେ ପ୍ରଥମ ଥର ପାଇଁ ଘରୋଇ ଭାବେ ନିର୍ମାଣ ହେବ ସାମରିକ ବିମାନ।  ଭଦୋଦରାରେ ଉଦଘାଟନ ହେଲା, ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସ ।  ନିର୍ମାଣ ହେବ C-295 ଏୟାର କ୍ରାଫ୍ଟ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ପେନ ରାଷ୍ଟ୍ରପତି…

ସାରା ପୃଥିବୀକୁ କବଳିତ କରିବ ଭୟଙ୍କର ଜଳସଂକଟ

ଅବଗଣନା ଆରମ୍ଭ ।  ଆଉ ମାତ୍ର ୨୫ ବର୍ଷ ।  ସାରା ପୃଥିବୀକୁ କବଳିତ କରିବ ଭୟଙ୍କର ଜଳସଂକଟ ।  ମାନବ ଇତିହାସରେ ପ୍ରଥମଥର ପାଇଁ ଜଳଚକ୍ରରେ ପାର୍ଥକ୍ୟ ସୃଷ୍ଟି ହୋଇଥିବା ବେଳେ ଭାରତ, ଚୀନ ଭଳି ଜନବହୁଳ ଦେଶକୁ ଜଳ ସଙ୍କଟ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହୋଇଛି । ଜଳଚକ୍ରରେ ସୃଷ୍ଟି…

ଆଜି ପାକିସ୍ତାନ -ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍, ମ୍ୟାଚର ଫଳାଫଳ ଉପରେ ନିର୍ଭର କରୁଛି ଭାରତର ସେମି ସମ୍ଭାବନା

ମହିଳା ଟି-୨୦ ବିଶ୍ୱକପରେ ଭାରତର ନୈରାଶ୍ୟ ଜନକ ପରାଜୟ । ସେମିଫାଇନାଲରେ ଅଷ୍ଟ୍ରେଲିଆ । ଶାରଜା କ୍ରିକେଟ ଷ୍ଟାଡିୟମରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ଭାରତକୁ ୯ରନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଭାରତର ସେମିଫାଇନାଲ ଯିବାର ଆଶା କଠିନ ହୋଇଛି। ଆଜି…

ପାକିସ୍ତାନ ଯିବେ ଏସ୍. ଜୟଶଙ୍କର, SCO ଶିଖର ସମ୍ମିଳନୀରେ ଦେବେ ଯୋଗ

ପାକିସ୍ତାନ ଗସ୍ତରେ ଯିବେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ।  ଇସ୍ଲାମାବାଦରେ ହେବାକୁ ଥିବା ସାଂଘାଇ କୋଅପରେସନ ଅର୍ଗାନାଇଜେସନ- ଏସସିଓ ବୈଠକ ପାଇଁ ଜୟଶଙ୍କର ଗସ୍ତ କରିବେ ।  ପାକିସ୍ତାନ ଗସ୍ତ ନେଇ ଆଜି ସୂଚନା ପ୍ରଦାନ କରିଛନ୍ତି, ବୈଦେଶିକ ବ୍ୟାପାର…

ଆଜିଠାରୁ ଭାରତ – ବାଂଲାଦେଶ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ, ଚେନ୍ନାଇର ଚେପକରେ ଖେଳାଯିବ ପ୍ରଥମ ମ୍ୟାଚ୍

ଆଜିଠୁ ଆରମ୍ଭ ହେଉଛି, ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ। ଏହି ମ୍ୟାଚ୍ ଚେନ୍ନାଇର ଆଇକନିକ୍ MA ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ ।  ଭାରତ ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍- WTC ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ତୃତୀୟ ଥର ପାଇଁ WTC ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଏହି…

ଗୁଗଲ ମ୍ୟାପ୍‌ରେ ବଦଳିଲା ଦେଶର ନାମ, ସର୍ଚ୍ଚ କଲେ ତ୍ରିରଙ୍ଗା ସହିତ ଦେଖିବାକୁ ମିଳୁଛି ‘ଭାରତ’

ଖୁବଶୀଘ୍ର ଇଣ୍ଡିଆର ନାମ ପରିବର୍ତ୍ତନ ହୋଇ ‘ଭାରତ’ ହେବା ନେଇ ସରକାର ସଂକେତ ଦେଇଛନ୍ତି । ଏହାକୁ ନେଇ ଅନେକ ବାଦ ବିବାଦ ମଧ୍ୟ ସାମ୍ନାକୁ ଆସିଲାଣି । ତେବେ ଏପର୍ଯ୍ୟନ୍ତ ଅଫିସିଆଲ ଭାବେ ଦେଶର ନାମ ଭାରତ ହୋଇନାହିଁ କିନ୍ତୁ ଗୁଗଲ ମ୍ୟାପ୍‌ ଇଣ୍ଡିଆ ନାମ ଭାରତ ହୋଇଥିବା ସ୍ୱୀକାର କରିନେଇଛି ।…

NCERT ବହିରେ ଇଣ୍ଡିଆ ବଦଳରେ ଲେଖାଯିବ ଭାରତ, ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଜାତୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (NCERT)ର ନୂଆ ବହିରେ ଇଣ୍ଡିଆର ନାମ ପରିବର୍ତ୍ତନ କରାଯାଇ ଭାରତ ବୋଲି ଲେଖାଯିବ । ପୁସ୍ତକରେ ଆବଶ୍ୟକୀୟ ପରିବର୍ତ୍ତନକୁ ନେଇ ଏନସିଇଆରଟି ପ୍ୟାନେଲରେ ସର୍ବସମ୍ମତିକ୍ରମେ ମଞ୍ଜୁରୀ ମିଳିଛି ।  ଏହି ପ୍ରସ୍ତାବକୁ ପ୍ୟାନେଲର ସମସ୍ତ ସଦସ୍ୟ ସମର୍ଥନ…