ମିଠାରେ ୨୪ କ୍ୟାରେଟ୍ ସୁନା କାମ, ୧ କେଜି ‘ସୋନେରୀ ଭୋଗ’ର ଦାମ୍ ୧୪,୦୦୦ ଟଙ୍କା !
ମହାରାଷ୍ଟ୍ରରେ ପ୍ରତି ବର୍ଷ ଦୀପାବଳି ଅବସରରେ କିଛି ନୂଆ ପ୍ରକାରର ମିଠା ବଜାରକୁ ଆଣିବାର ପରମ୍ପରା ରହିଛି । ଏଥର ମଧ୍ୟ ଅମରାବତୀରେ ଜଣେ ଦୋକାନୀ ନିଆରା ମିଠା ‘ସୋନେରୀ ଭୋଗ’ ପ୍ରସ୍ତୁତ କରିଛନ୍ତି । ଏହାକୁ ବାଦାମ, କାଜୁ, କିସମିସ୍, ପିସ୍ତା ଆଦି ଡ୍ରାଏ ଫ୍ରୁଟ୍ସରେ ତିଆରି କରାଯାଇଛି ।…