Browsing Tag

bike robbery gang

ମେକାନିକ କରୁଥିଲା ବାଇକ ଚୋରି, ମାଷ୍ଟରମାଇଣ୍ଡ ଲୁଟେରାଙ୍କ ସହ ୩ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ବଡ଼ ଧରଣର ବାଇକ ଲୁଟେରା ଗ୍ୟାଙ୍ଗ ଗିରଫ। ୪ ଜଣ ବାଇକ ଲୁଟେରାଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଏମ୍‌ ସୁକାନ୍ତ ରେଡ୍ଡୀ । ସେ ପେଶାରେ ଜଣେ ମେକାନିକ । ଅନ୍ୟ ୩ ଅଭିଯୁକ୍ତ ହେଲେ ସୌମିତ୍ରା ଦାସ, ଗୁଣଧର ମିର୍ଦ୍ଧା ଓ…