Browsing Tag

bike stunt

ରିଲ୍ସ କରିବା ହେଲା କାଳ, ବାଇକ ଷ୍ଟଣ୍ଟ କରୁଥିବାବେଳେ ଗଲା ଜଣଙ୍କ ଜୀବନ

ନୀଳଗିରି : ରିଲ୍ସ କରିବା ହେଲା କାଳ। ବାଇକ ଷ୍ଟଣ୍ଟ କରୁଥିବାବେଳେ ଦୁର୍ଘଟଣାରେ ଗଲା ଜୀବନ। ୬ ବାଇକ୍ ମଧ୍ୟରେ ସିରିଜ୍ ଦୁର୍ଘଟଣା। ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଅଛନ୍ତି। ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ପାଟଣା ଛକରେ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରତ୍ନାକର ସିଂ।…

ପ୍ରେମୀଯୁଗଳଙ୍କ ନିର୍ଲଜ୍ଜ ପ୍ରେମ, ହୋସ୍ ଉଡାଇଦେଲା ପୋଲିସ, ୫୩ ହଜାର ଫାଇନ୍

ନିର୍ଲଜ୍ଜତାର ସବୁ ସୀମା ପାର କଲେ ପ୍ରେମୀଯୁଗଳ। ରାସ୍ତା ଉପରେ ଯେଉଁ କାଣ୍ଡ କଲେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ରାସ୍ତା ଉପରେ ରୋମାନ୍ସ କରିବା ମହଙ୍ଗା ପଡିଲା ଏହି ପ୍ରେମୀଯୁଗଳଙ୍କ ଉପରେ । ଆଉ ତା'ପରେ ପୋଲିସର ଦଣ୍ଡ ଶୁଣି ପ୍ରେମୀ ଯୁଗଳଙ୍କର ଉଡ଼ିଗଲା ହୋସ । ଦର୍ଶକବନ୍ଧୁ ଆପଣ ଏହି…

ରିଲ୍ସ କରୁଥିବା ଯୁବକଙ୍କୁ ନେଇ ଚିନ୍ତିତ ଥିଲେ ଲୋକେ, ରାଗିଯାଇ ଫ୍ଲାଏଓଭରରୁ ଫିଙ୍ଗିଲେ ସ୍କୁଟର

ପ୍ରାୟତଃ ଅନେକ ସମୟରେ ବାଇକ୍‌ ଷ୍ଟଣ୍ଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଏହା ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଏ । କିନ୍ତୁ ଏଥର ଏମିତି ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଷ୍ଟଣ୍ଟ କରୁଥିବା ଯୁବକଙ୍କୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଲୋକମାନେ…

ରାତି ହେଲେ ମାରାତ୍ମକ ଷ୍ଟଣ୍ଟ କରୁଛନ୍ତି ବାଇକ୍‌ ଆରୋହୀ, ଭିଡିଓ ଭାଇରାଲ୍‌

ବର୍ତ୍ତମାନ ସୋସିଆଲ ମିଡିଆରେ ବାଇକ ଆରୋହୀ ମାନେ ନିଜକୁ ଭାଇରାଲ କରିବା ପାଇଁ ବିପଜ୍ଜନକ ଷ୍ଟଣ୍ଟ ଏବଂ ରେସ୍ କରୁଥିବା ଦେଖାଯାଉଛି । ଏହି ପ୍ରତିଯୋଗିତାରେ, ବାଇକ ଚାଳକମାନେ ମୁମ୍ବାଇର ବାନ୍ଦ୍ରାଠାରେ ପ୍ରତିଦିନ ରାତିରେ ଷ୍ଟଣ୍ଟ କରୁଥିବା କିମ୍ବା ଦୌଡ଼ୁଥିବା ନଜର ଆସିଛନ୍ତି । ଅନେକ ଥର ପୋଲିସ…

ଚଳନ୍ତା ବାଇକରେ ଠିଆ ହୋଇ ଷ୍ଟଣ୍ଟ କଲେ ଯୁବକ, ପୋଲିସ୍‌ ଗ୍ରହଣ କଲା ଦୃଢ଼ କାର୍ଯ୍ୟାନୁଷ୍ଠାନ

ସୋସିଆଲ ମିଡିଆର କ୍ରେଜ୍‌ ଆଜିର ଯୁବପିଢ଼ିଙ୍କୁ ପାଗଳ କରିଛି । ରିଲ୍ସ କରି କେମିତି ଲାଇକ୍‌ ଓ ସବସ୍କ୍ରାଇବର୍ସ ବଢ଼ାଇବେ ସେହି ଚିନ୍ତାରେ ଯୁବପିଢ଼ିଙ୍କୁ ଭୋକଶୋଷ ହେଉନି । ସାମାନ୍ୟ ଲାଇକ୍‌ ଓ ଫୋଲୋଅର୍ସ ପାଇଁ ନିଜ ଜୀବନକୁ ବିପଦରେ ପକାଉଛନ୍ତି ଯୁବପିଢ଼ି । ସମାନଭାବେ ଜଣେ ଯୁବକ ବାଇକ୍‌ ଉପରେ…

ଯୁବକ ଯୁବତୀଙ୍କୁ ଷ୍ଟଣ୍ଟ କରିବା ପଡ଼ିଲା ମହଙ୍ଗା, ଖୋଜୁଛି ପୋଲିସ

ବର୍ତ୍ତମାନ ଯୁବପିଢ଼ିଙ୍କୁ ଘାରିଛି ରିଲ୍ସ ନିଶା । ସେଥିପାଇଁ ନିଜ ଜୀବନକୁ ବାଜିରେ ଲଗାଇବା ପାଇଁ ମଧ୍ୟ ପଛାଉ ନାହାଁନ୍ତି । ନିକଟରେ ଏପରି ଷ୍ଟଣ୍ଟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆଖିରୁ ବିଜୁଳି ଖସିଯିବ । କୋଚିଂ ସିଟି କୋଟାରେ ଝିଅମାନଙ୍କୁ ପାଓ୍ଵାର ବାଇକରେ ବସାଇ ଷ୍ଟଣ୍ଟିଂ କରିବା…

ଡିଭାଇଡର ଉପରେ ବାଇକ ଚଲାଇଲେ ଯୁବକ, ଭାଇରାଲ ହେଉଛି ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି । ଏହିପରି ଭିଡିଓ ଦେଖିବା ପରେ ଏହାକୁ ବିଶ୍ୱାସ କରିବା ମଧ୍ୟ କଷ୍ଟକର । ସୋସିଆଲ ମିଡିଆରେ ଫେମସ ହେବା ପାଇଁ ମେଟ୍ରୋ କିମ୍ବା ଟ୍ରେନରେ କେହି ଅଶ୍ଳୀଳ ନୃତ୍ୟ କରୁଛନ୍ତି ତ କେହି ନିଜ ବାଇକ୍ ଷ୍ଟଣ୍ଟ୍ ଦେଖାଉଛନ୍ତି ।…

ପେଟ ଉପରେ ଗାଡ଼ି ଚଢ଼ାଇ ଭାଙ୍ଗିଲେ ଓ୍ଵାର୍ଲ୍ଡ ରେକର୍ଡ, ଭାଇରାଲ ହେଉଛି ଭିଡିଓ

ମୃତ୍ୟୁକୁ ଚ୍ୟାଲେଞ୍ଜ ଦେଇଛନ୍ତି ଜଣେ ବ୍ୟକ୍ତି । ନିଜ ଶରୀର ଉପରେ ବାରମ୍ବାର ବାଇକ ଚଢ଼ାଇ ଦେଖାଇଛନ୍ତି ଷ୍ଟଣ୍ଟ । ତାଙ୍କ ପେଟ ଉପରେ ବାରମ୍ବାର ବାଇକକୁ ଚଢ଼ାଇଥିଲେ ମଧ୍ୟ ତାଙ୍କର କିଛି ବି କ୍ଷତି ହୋଇନି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଦେଖିବା ପରେ ଲୋକମାନେ ନିଜ ଆଖିକୁ…

ବାଇକ୍‌ରେ ଖଞ୍ଜିଲେ ମଲ୍ଟିପଲ୍‌ ଶଟ୍‌ସ ବାଣ, ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ଭିଡିଓ ଭାଇରାଲ ହେବା ପରେ ବାନ୍ଧି ନେଲା ପୋଲିସ

ତାମିଲନାଡୁର ତ୍ରିଚିରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି, କିଛି ଯୁବକ ବାଇକ୍‌ରେ ବାଣ ଫୁଟାଇ ଷ୍ଟଣ୍ଟ୍ କରୁଛନ୍ତି। ଭିଡିଓଟି ସାମ୍ନାକୁ ଆସିବା ମାତ୍ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭିଡିଓ ଭାଇରାଲ ହେବାର କିଛି ଘଣ୍ଟା…