Browsing Tag

block chairman

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନିତା ସେଠୀଙ୍କ ପରଲୋକ

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନିତା ସେଠୀଙ୍କ ଆଜି ଆକସ୍ମିକ ବିୟୋଗ ଘଟିଛି।  ସୁନିତା ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷା ରୂପେ ନିର୍ବାଚିତ ହୋଇଥିଲେ। ଜଣେ ଉଚ୍ଚ ଶିକ୍ଷିତା ମହିଳା ସୁନିତା ଗୋକର୍ଣ୍ଣପୁର ପଂଚାୟତ ସମିତି ସଭ୍ୟା ରୂପେ ନିର୍ବାଚିତ…

କଟକ ସଦର ବ୍ଲକ ଅଧକ୍ଷା ବିଷ୍ଣୁପ୍ରିୟା ରାଉତଙ୍କ ପରଲୋକ, ନିର୍ଦ୍ବନ୍ଦରେ ଜିତିଥିଲେ ଚେୟାରମ୍ୟାନ ପଦ

କଟକ(କେନ୍ୟୁଜ୍): ନଵ ନିର୍ବାଚିତ ବିଜୁ ଜନତା ଦଳର କଟକସଦର ବ୍ଲକ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ରାଉତଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ନିକଟରେ ସେ…