Below header
Browsing Tag

bodies found hanging

ଜଙ୍ଗଲରୁ ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦଶପଲ୍ଲା: ଜଙ୍ଗଲରୁ ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ମାଇଛେଳି ଗାଁ ନିକଟ ଜଙ୍ଗଲରୁ ଉଦ୍ଧାର ହୋଇଛି ମରଶରୀର । ମୃତକଙ୍କ ନାଁ ସଞ୍ଜୟ କୁମାର ଜାନୀ (୩୫) ଓ ଘର ଦଶପଲ୍ଲା ବ୍ଲକର ଟାକରା ଅଞ୍ଚଳରେ । ସେ ଓଡ଼ିଶା ଅକଜିଲାରୀ ପୋଲିସ୍ ଫୋର୍ସରେ…

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋରାପୁଟ : ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଚଣାବାଡ ପଞ୍ଚାୟତର ଝୋଡିପାଇଁ ଗାଁରେ ଅଭାବନୀୟ ଘଟଣା ଘଟିଛି । ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ହେଲେ ମହେନ୍ଦ୍ର ହିକକା ଓ ଯୁବତୀଙ୍କ ନାଁ ଯୁବନ୍ତି । ମୃତ ପୁଅର ବାପା…

କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା

ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ବାଣପୁର ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକ ବେକରେ ଲୁଗା ଲଗାଇ ପଲଟନ ପଡିଆ ନିକଟରେ ରହୁଥିବା ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି l ସୂଚନା ମୁତାବକ ଶ୍ରୀ ନାୟକଙ୍କ ନିଜ ଘର…

ସମ୍ବଲପୁର : ଘର ଭିତରୁ ମା’ ପୁଅଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ସମ୍ବଲପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଘର ଭିତରୁ ମା’ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଅଇଁଠାପାଲି ଥାନା ଅନ୍ତର୍ଗତ ଅନୁଗୁଳିଆପଡ଼ାର ଘଟଣା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ତଦନ୍ତ କରୁଛି ଅଇଁଠାପାଲି ପୋଲିସ। କେଉଁପରିସ୍ଥିତିରେ ମା’ ପୁଅ ଆତ୍ମହତ୍ୟା କଲେ ନା କେହି ତାଙ୍କ…

ଝୁଲନ୍ତା ଅବସ୍ଥାରେ ମିଳିଲା ଦଣ୍ଡୁଆଙ୍କ ମୃତଦେହ, ବୁଧବାର ରାତିରୁ ଥିଲେ ନିଖୋଜ

ନୟାଗଡ଼ (କେନ୍ୟୁଜ): ନିଖୋଜ ଦଣ୍ଡୁଆଙ୍କ ମୃତଦେହ ଉଦ୍ଧାର। ଦଣ୍ଡ ଯାତ୍ରା ପାଇଁ ଦଣ୍ଡୁଆ ଓ ଠାକୁରଙ୍କ ସହ ଯାଇଥିବା ଦଣ୍ଡୁଆ ନିଖୋଜ ହୋଇଯାଇଥିଲେ। ପାଞ୍ଚଦିନ ପରେ ମିଳିଲା ମୃତଦେହ। ନୟାଗଡ ଜିଲ୍ଲା କୃଷ୍ଣଚନ୍ଦ୍ରପୁର ପାଟଣାର ଦଣ୍ଡୁଆ ବିଜୟ ନାହକ ଦଶପଲ୍ଲା ଘୁଘୁଡିପଡା ଗାଁକୁ ଦଣ୍ଡଯାତ୍ରା ପାଇଁ…