ଝିଅର ଶାଶୁ ଘରେ ଚତୁର୍ଥୀ ଭାର ଦେଇ ଫେରିବା ବାଟରେ ଘଟିଲା ଅଘଟଣ, ହେଲେ ବର୍ତ୍ତିଗଲା ଜୀବନ
ବାସୁଦେବପୁର: ବାପ୍ ରେ ବାପ୍ ଏମିତି ଦୁର୍ଘଟଣା । ଏ ଦୃଶ୍ୟ ଦେଖିଲେ ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଅନୁମାନ କରିପାରିବେ । ଗାଡ଼ିର ଅବସ୍ଥା ଦେଖିଲେ ଯେ କେହିବି ଜାଣି ପାରିବ କ୍ଷତି କେତେ ବଡ ହୋଇଥିବ । ସତରେ ବେଳା ଖରାପ ଥିଲେ କେତେବେଳେ ଯେ କାହା ସହ ଅଘଟଣ ଘଟିଯିବ ତାହା କହିବା…