କନ୍ଧମାଳ: ମୋଟର ସାଇକଲକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ, ଜଣେ ଗୁରୁତର

କନ୍ଧମାଳ (କେନ୍ୟୁଜ): ମୋଟର ସାଇକଲକୁ ଧକ୍କା ଦେଲା ବୋଲେରୋ । ଘଟଣା ସ୍ଥଳରେ ମୋଟର ସାଇକଲ ପଛପଟେ ବସିଥିବା ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡି ଚଳାଳ ଗୁରୁତର । ଘଟଣା ସ୍ଥଳକୁ ବୋଲେରୋ ଫେରାର । ଘଟଣା ଘଟିଛି ଖଜୁରୀପଡ଼ା ଥାନା ସମ୍ବେପଦର୍ ଗ୍ରାମ ନିକଟରେ ।