Below header
Browsing Tag

buy of bengal

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ନେଇ ପୂର୍ବାନୁମାନ, ୱେଲ୍‌ ମାର୍କଡ ଲୋ ପ୍ରେସର ସକ୍ରିୟ ଥିବା କହିଛି ଆଇଏମ୍‌ଡି

କେନ୍ୟୁଜ(ବ୍ୟୁରୋ):  ଆରବ ସାଗରରେ ବାତ୍ୟା ଭୟଙ୍କର ରୂପ ଧାରଣ କରି ଆଗକୁ ବଢୁଥିବା ବେଳେ ବଙ୍ଗୋପସାଗରରେ ବାତ୍ୟା ଆଲର୍ଟ । ସମ୍ଭାବ୍ୟ ବାତ୍ୟା ନେଇ ପୂର୍ବାନୁମାନ କରିଛି ଆମେରିକୀୟ ନୌସେନାର ପାଣିପାଗ ସଂସ୍ଥା ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର । ଟ୍ରପିକାଲ ସାଇକ୍ଲୋନ 03B ବୋଲି କହିଛି…

ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା: ଆସନ୍ତାକାଲି ସନ୍ଧ୍ୟାରେ ହେବ ଡିପ୍ରେସନ୍‌

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ଅଧିକ ଘନୀଭୂତ ହେବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ସନ୍ଧ୍ୟାରେ ଡିପ୍ରେସନ୍‌ ସୃଷ୍ଟି ହେବ । ଏହାପରେ ପଶ୍ଚିମ-ଉତ୍ତର ପଶ୍ଚିମ…

ରବିବାର ସୁଦ୍ଧା ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ: ୫ରେ ନେବ ଲଘୁଚାପର ରୂପ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୫ ତାରିଖ ବେଳକୁ ଆଉ ଏକ ଲଘୁଚାପ। ରବିବାର ସୁଦ୍ଧା ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୫ ତାରିଖରେ ଲଘୁଚାପର ରୂପ ନେବ । ସ୍କାଏମେଟର ଆକଳନ, ଅବପାତରେ ପରିଣତରେ ହୋଇପାରେ ଲୋ ପ୍ରେସର। ତେବେ ଏହା ସାମୁଦ୍ରିକ ଝଡ଼ର ରୂପ ନେବାର କୌଣସି ସମ୍ଭାବନା…