ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ନେଇ ପୂର୍ବାନୁମାନ, ୱେଲ୍‌ ମାର୍କଡ ଲୋ ପ୍ରେସର ସକ୍ରିୟ ଥିବା କହିଛି ଆଇଏମ୍‌ଡି

ଟ୍ରପିକାଲ ସାଇକ୍ଲୋନ 03B ବୋଲି କହିଛି ଜେଟିଡବ୍‌ଲ୍ୟୁସି । ତେବେ ଭାରତୀୟ ପାଣିପାଗ ବିଭାଗ ଏହାକୁ ୱେଲ ମାର୍କଡ ଲୋ ପ୍ରେସର ଭାବେ ସକ୍ରିୟ ଥିବା କହିଛି । ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ େଓ୍ଵଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି ।

କେନ୍ୟୁଜ(ବ୍ୟୁରୋ):  ଆରବ ସାଗରରେ ବାତ୍ୟା ଭୟଙ୍କର ରୂପ ଧାରଣ କରି ଆଗକୁ ବଢୁଥିବା ବେଳେ ବଙ୍ଗୋପସାଗରରେ ବାତ୍ୟା ଆଲର୍ଟ । ସମ୍ଭାବ୍ୟ ବାତ୍ୟା ନେଇ ପୂର୍ବାନୁମାନ କରିଛି ଆମେରିକୀୟ ନୌସେନାର ପାଣିପାଗ ସଂସ୍ଥା ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର । ଟ୍ରପିକାଲ ସାଇକ୍ଲୋନ 03B ବୋଲି କହିଛି ଜେଟିଡବ୍‌ଲ୍ୟୁସି । ତେବେ ଭାରତୀୟ ପାଣିପାଗ ବିଭାଗ ଏହାକୁ ୱେଲ ମାର୍କଡ ଲୋ ପ୍ରେସର ଭାବେ ସକ୍ରିୟ ଥିବା କହିଛି । ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ େଓ୍ଵଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଏହା କ୍ରମଶଃ ଉତ୍ତର ପୂର୍ବ ଦିଗରେ ଗତି କରି ମିଆଁମାର, ବାଂଲାଦେଶ ମୁହାଁ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.