Below header

ରାଜଧାନୀରେ ସେଫ୍‌ ସେଫ୍‌ଟି ଡ୍ରାଇଭ୍‌ ଅଭିଯାନରେ ଚେକିଂ ଜୋରଦାର, ଅପରାଧୀ ଓ ନିଶା କାରବାର ଉପରେ ରୋକ ଉଦ୍ଦେଶ୍ୟ

ଗତକାଲି ରାତିସାରା ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଚେକିଂ କରାଯାଇଛି। ଝାରପଡ଼ା ଗୋଲେଇ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକିଜ୍‌ ଓ କଟକ ରୋଡ ଅଞ୍ଚଳରେ ନାଇଟ ବ୍ଲକିଂ ଓ ଚେକିଂ କରାଯାଇଥିଲା।

ଭୁବନେଶ୍ୱର(କେନ୍ୟୁଜ): ରାଜଧାନୀରେ ଜୋରଦାର ଚେକିଂ। ଗତକାଲି ରାତିସାରା ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଚେକିଂ କରାଯାଇଛି। ଝାରପଡ଼ା ଗୋଲେଇ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକିଜ୍‌ ଓ କଟକ ରୋଡ ଅଞ୍ଚଳରେ ନାଇଟ ବ୍ଲକିଂ ଓ ଚେକିଂ କରାଯାଇଥିଲା। ଅପରାଧୀ ମାନଙ୍କ ଉପରେ ନଜର ରଖିବା ଓ ନିଶା କାରବାର ଉପରେ ରୋକ ରଖିବା ଉଦ୍ଦୋଶ୍ୟରେ କମିଶନରେଟ୍‌ ପୋଲିସ ପକ୍ଷରୁ ଏହି ଚେକିଂ କରାଯାଇଥିଲା। ସେଫ୍‌ ସେଫ୍‌ଟି ଡ୍ରାଇଭ୍‌ ଅଭିଯାନରେ ଏହି ଚେକିଂ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.