Browsing Tag

cyclone alert

ବାତ୍ୟା ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟ ପ୍ରଶଂସନୀୟ : ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ ପୁଣି ବାତ୍ୟାର ସମୀକ୍ଷା କରିଛନ୍ତି  ।  ଏନେଇ ସେ ଏକ ବୈଠକ କରିଛନ୍ତି । ଏଥିରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ୱାଇ ବି ଖୁରାନିଆ ଓ ସ୍ୱତନ୍ତ୍ର ରିଲିଫ୍ପ୍ରକମିଶନର ମୁଖ୍ୟ ଉପସ୍ଥିତ ଥିଲେ ।…

ବାତ୍ୟା ପାଇଁ ଦୁଇ ଦିନ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ, ଚନ୍ଦ୍ରଭାଗାରେ ବି ରହିପାରିବେନି ପର୍ଯ୍ୟଟକ

କୋଣାର୍କ : ବାତ୍ୟା 'ଦାନା" ପାଇଁ ଆଜି ଓ କାଲି ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ ରହିବ । ଆସନ୍ତା ୨୪ ଓ ୨୫ ତାରିଖରେ ବନ୍ଦ ରହିବ ସୂର୍ଯ୍ୟମନ୍ଦିର ।  ଏଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟ ଡି.ବି. ଗଡ଼ନାୟକ ସୂଚନା ଦେଇଛନ୍ତି । ବାତ୍ୟା ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା…

ବାତ୍ୟା ପାଇଁ ପ୍ରସ୍ତୁତି, ଦିନ ୧୧ଟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ କରିବାକୁ ବାଲେଶ୍ବର ଜିଲ୍ଲାପାଳଙ୍କ…

ବାଲେଶ୍ଵର : ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ଦାନା' । ଓଡିଶା ଉପକୂଳର କେନ୍ଦ୍ରାପଡାର ଭିତରକନିକା ଓ ଭଦ୍ରକର ଧାମରା ମଧ୍ୟରେ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା  । ଏହାକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କରୁଛି ବାଲେଶ୍ବର…

ଭୟ କରନ୍ତୁନି, ସଜାଗ ରୁହନ୍ତୁ ; ବାତ୍ୟା ପାଇଁ ରାଜ୍ୟବାସୀଙ୍କୁ ଅପିଲ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଭୟ କରନ୍ତୁନି, ସଜାଗ ରୁହନ୍ତୁ । ବାତ୍ୟା ପାଇଁ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଛନ୍ତି, ବାତ୍ୟା ଆସୁଥିବା ଖବରରେ ଆମେ ସମସ୍ତେ ଚିନ୍ତିତ । ପୂର୍ବରୁ ଆମେ ସମସ୍ତେ ଅନେକ ବାତ୍ୟାର ସଫଳତାର ସହ ମୁକାବିଲା କରିଛନ୍ତି । ଆମର ପ୍ରଭାବୀ…

ବାତ୍ୟା ଭୟରେ ଗର୍ଭବତୀଙ୍କୁ କରାଯାଉଛି ମେଡିକାଲକୁ ସ୍ଥାନାନ୍ତର

ରାଜନଗର: ପ୍ରସୂତି କକ୍ଷରେ ଜମିଛି ଗର୍ଭବତୀ ମହିଳାଙ୍କ ଭିଡ । ଡାକ୍ତର ବି କୌଣସି ହେଳା କରୁନାହାନ୍ତି । କିଛି କିଛି ସମୟ ବ୍ୟବଧାନରେ ଗର୍ଭବତୀଙ୍କର ଚାଲିଛି ସ୍ୱାସ୍ଥ୍ୟ ଯାଞ୍ଚ । ହେଲେ ଏକାବେଳକେ ଏତେ ଗର୍ଭବତୀ ମହିଳା ଏମିତି ହଠାତ୍ ମେଡିକାଲ୍ କୁ ଆସିବାର କାରଣ? ଦର୍ଶକବନ୍ଧୁ କାରଣ…

ବାତ୍ୟା ପାଇଁ ପୁରୀରେ ହାଇଆଲର୍ଟ, ହୋଟେଲ ଛାଡି ନିଜ ଜିଲ୍ଲାକୁ ଫେରୁଛନ୍ତି ପର୍ଯ୍ୟଟକ

ପୁରୀ: ବାତ୍ୟା ଦାନା ଲାଗି ପୁରୀରେ ହାଇଆଲର୍ଟ ଜାରି । ଅନେକ ପର୍ଯ୍ୟଟକ ହୋଟେଲ ଛାଡି ନିଜ ଜିଲ୍ଲାକୁ ଚାଲିଯାଉଛନ୍ତି । ପୁରୀ ସ୍ୱର୍ଗ ଦ୍ଵାର ଛକ ନିକଟରୁ ବିଭିନ୍ନ ଗାଡିରେ ରେଳଷ୍ଟେସନ ଓ ବସଷ୍ଟାଣ୍ଡକୁ ଫେରୁଛନ୍ତି ପର୍ଯ୍ୟଟକ ।  ରାଜ୍ୟ ସରକାର ମଧ୍ୟ ବାତ୍ୟା ସମୟରେ ପୁରୀ ନ ଆସିବା ଲାଗି…

ଆଜି ସନ୍ଧ୍ୟା ସୁଦ୍ଧା ସରିବ ସ୍ଥାନାନ୍ତରଣ ପ୍ରକ୍ରିୟା, ୧୦ ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳରେ ରଖିବାକୁ ଟାର୍ଗେଟ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ସ୍ଥାନାନ୍ତରଣ।  ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।  ଆଜି ସଂଧ୍ୟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ । ଏବେ ସୁଦ୍ଧା ୬ ହଜାର ୨୪୪ ଟି ରିଲିଫ ସେଣ୍ଟର ପ୍ରସ୍ତୁତ ହୋଇସାରିଛି । ୧୦ ଲକ୍ଷ ଲୋକଙ୍କୁ…

୧୨ ଘଣ୍ଟା ଭିତରେ ବାତ୍ୟା, ପାରାଦୀପର ଦକ୍ଷିଣ ପଶ୍ଚିମ ଦିଗରେ ୬୭୦ କିମି ଦୂରରେ ରହିଛି ‘ଦାନା’

ଭୁବନେଶ୍ୱର : ୧୨ ଘଣ୍ଟା ଭିତରେ ବାତ୍ୟା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଉପରେ ଥିବା ଗଭୀର ଅବପାତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।  ଘଣ୍ଟାକୁ ୩ କିଲୋମିଟର ବେଗରେ ଗତି କରୁଛି।  ଏହା ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରୁଛି  । ଗତ ୬ ଘଣ୍ଟା ହେଲା ଘଣ୍ଟା…

ବାତ୍ୟାକୁ ନେଇ ସତର୍କ କଲେ ମନ୍ତ୍ରୀ ସୁରେଶ ପୂଜାରୀ, କହିଲେ- ୨୫ ତାରିଖ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର : ସୃଷ୍ଟି ହୋଇଥିବା ଓ୍ବେଲମାର୍କ ଲୋପ୍ରେସର ଅବପାତରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ନେବ ଗଭୀର ଅବପାତର ରୂପ । ବର୍ତ୍ତମାନ ପାରାଦୀପ ଠାରୁ ୭୩୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି ଏହି ଅବପାତ ।  ସାଗର ଦ୍ଵୀପଠାରୁ ୭୭୦ କିମି ଦକ୍ଷିଣ ଦକ୍ଷିଣ ପୂର୍ବରେ…

ଓଡ଼ିଶା ମୁଁହା ବାତ୍ୟା ‘ଦାନା’: ଭଦ୍ରକ ବାଲେଶ୍ୱରରେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଭଦ୍ରକ/ ବାଲେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଆଜି ସକାଳେ ଅବପାତରେ ପରିଣତ ହୋଇଛି ।  ଆସନ୍ତାକାଲି ଏହାର ବାତ୍ୟାର ରୂପ ନେବ।  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେପଟେ ସମ୍ଭାବ୍ୟ ବାତ୍ୟା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ…

ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତାକାଲି ବାତ୍ୟାର ନେବ ରୂପ

ଭୁବନେଶ୍ୱର : ଅବପାତର ରୂପ ନେଲା ଲଘୁଚାପ । ଅଧିକ ଘନୀଭୂତ ହୋଇ ଲଘୁଚାପ ଅବପାତରେ ପରିଣତ ହୋଇଛି । ସନ୍ଧ୍ୟା ସୁଦ୍ଧା ଏହା ଗଭୀର ଅବପାତର ରୂପ ନେବ । ଆସନ୍ତାକାଲି ବାତ୍ୟା ରୂପ ନେଇ ଓଡ଼ିଶା ମୁହାଁ ହେବ ଦାନା । ପାରାଦୀପ ଠାରୁ ଦକ୍ଷିଣପୂର୍ବ ଦିଗରେ ୭୩୦ କିମି ଦୂରରେ, ପଶ୍ଚିମବଙ୍ଗର ସାଗର…

ଏସ୍‌ଆରସିଙ୍କ ସୂଚନା: ସମ୍ଭାବ୍ୟ ବାତ୍ୟା ପାଇଁ ଆସନ୍ତାକାଲିଠୁ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ୩ ଦିନ ବନ୍ଦ ରହିବ ସ୍କୁ । ୨୩ ରୁ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ । ୧୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଏସଆରସି । ବାତ୍ୟା ଯେଉଁ ସବୁ ଜିଲ୍ଲାକୁ ପ୍ରଭାବିତ କରିବ ସେଠି ସ୍କୁଲ ବନ୍ଦ…