Browsing Tag

byasa sarobar mela

ଆରମ୍ଭ ହୋଇଛି ପ୍ରସିଦ୍ଧ ବ୍ୟାସ ସରୋବର ମେଳା,ଏନେଇ ଗୁପ୍ତ ଗଙ୍ଗାରେ ବୁଡ଼ ପକାଇବାକୁ ଆସୁଛନ୍ତି ଅନେକ ଶ୍ରଦ୍ଧାଳୁ

ଯାଜପୁର ଜିଲ୍ଲା ବ୍ଯାସନଗର ସହର ଉପକଣ୍ଠରେ ରହିଛି ପୂରାଣ ପ୍ରସିଦ୍ଧ ବ୍ଯାସ ସରୋବର ପୀଠ। ଶୁଦ୍ରମୁନୀ ସାରଳା ଦାସଙ୍କ ରଚିତ ଓଡ଼ିଆ ମହାଭାରତର ସାରଦା ଉପାଖ୍ଯାନରେ ଏହୀ ପୀଠର ମାହାତ୍ମ୍ୟ ସମ୍ପର୍କରେ ବର୍ଣ୍ଣନା ରହିଛି। ପାଣ୍ଡବଙ୍କ ପରାକ୍ରମ ନିକଟରେ ପରାଜୟ ବରଣ କରିବା ପରେ ଦୁର୍ଯ୍ଯଧନ ଏଠାରେ…