Below header
Browsing Tag

carcker fire

ବାଣ ବିସ୍ପୋରଣ ଘଟି ଅଗ୍ନିକାଣ୍ଡ, ଜଳିଗଲା ବହୁ ପାଳଗଦା

ବେଗୁନିଆ : ବେଗୁନିଆ ଲେଖନପୁର ଗାଁରେ ବାଣ ବିସ୍ପୋରଣ ଘଟି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଆଖପାଖ ଅଞ୍ଚଳର ଘର ସହିତ ବହୁ ପାଳଗଦା ଜଳିଯାଇଛି । ଏଥିରେ ଜଣେ ଗୁରୁତର ଆହତ । ତେବେ ବେଗୁନିଆ ଲେଖନପୁର ଗାଁର ଗୌରାଙ୍ଗ ପଟ୍ଟନାୟକ ନିଜ ଘରେ  ବାଣ ତିଆରି କରୁଥିବା ବେଳେ କୌଣସି କାରଣରୁ ବିସ୍ପୋରଣ…

ବାରୁଦ ଉପରେ ଚଢିଗଲା କାର, ଠୋ ଠା କରି ଫାଟି ଏରିଆ କମ୍ପାଇଲା

କେନ୍ଦ୍ରାପଡ଼ା(କେନ୍ୟୁଜ୍):  ଦାଣ୍ଡରେ ସୁଖୁଥିଲା ବାରୁଦ ।  ବାରୁଦ ଉପରେ କାର ଚଢ଼ିଯିବାରୁ ଠୋ କରି ଫାଟିଲା।  ଶବ୍ଦ ଶୁଣି କାର ଚାଳକ କାର ଛାଡ଼ି ଦଉଡ଼ି ପଳାଇଲେ। ଗାଁ  ଲୋକ ପାଣି ପକାଇ ବାରୁ କାରର ଅଳ୍ପ କ୍ଷତି ହୋଇଛି। ଏପରି ଅଘଟଣ ଘଟିଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମ…