ସିଗାରେଟ୍ ଟାଣିବା ହେବ ମହଙ୍ଗା, ତମାଖୁ ପ୍ରଡକ୍ଟ ଉପରେ ବଢ଼ିପାରେ GST
ସରକାର ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ପ୍ରଡକ୍ଟ ଉପରେ GST ବଢ଼ାଇ ପାରନ୍ତି ବୋଲି ଆଶା କରାଯାଉଛି । ଏହି ପରିବର୍ତ୍ତନ ସେତେବେଳେ ଆସିପାରିବ ଯେତେବେଳେ ସରକାର ଏହି ପ୍ରଡକ୍ଟ ଉପରେ କମ୍ପେନସେସନ୍ ସେସ୍ ଲାଗୁ କରିବା ବନ୍ଦ କରିଦେବ । ଏହି ଖବର ପରେ, ଆଜି ତମାଖୁ ସେୟାରରେ ହ୍ରାସ ଦେଖିବାକୁ…