୧୫ଟି ସ୍ଥାନରେ ସେଣ୍ଟ୍ରାଲ GST ରେଡ୍, ୧୦ଟି ଖଣି ମାଲିକଙ୍କ ୧୫ଟି ସ୍ଥାନରେ ଚାଲିଛି ଚଢାଉ

ଡାଇରେକ୍ଟର ଜେନେରାଲ ସେଣ୍ଟ୍ରାଲ GST ଇଣ୍ଟେଲିଜେନସ ପକ୍ଷରୁ ଚାଲିଛି ଚଢାଉ । କଳା ପଥର ଖଣିରେ କୋଟି କୋଟି ଟଙ୍କାର ରୟାଲିଟି ଓ ଟିକସ ଫାଙ୍କିବା ଅଭିଯୋଗ ନେଇ ଖବର ପାଇଛି GST ଟିମ୍।

ଭୁବନେଶ୍ବର(କେନ୍ୟୁଜ୍):  ରାଜ୍ୟରେ ବଡ ଧରଣର ସେଣ୍ଟ୍ରାଲ GST ଚଢାଉ। ଏକକାଳୀନ ୧୫ଟି ସ୍ଥାନରେ ଚାଲିଛି ଚଢାଉ । ଡାଇରେକ୍ଟର ଜେନେରାଲ ସେଣ୍ଟ୍ରାଲ GST ଇଣ୍ଟେଲିଜେନସ ପକ୍ଷରୁ ଚାଲିଛି ଚଢାଉ ।

କଳା ପଥର ଖଣିରେ କୋଟି କୋଟି ଟଙ୍କାର ରୟାଲିଟି ଓ ଟିକସ ଫାଙ୍କିବା ଅଭିଯୋଗ ନେଇ ଖବର ପାଇଛି GST ଟିମ୍।୧୦ ଟି ଖଣି ମାଲିକଙ୍କ ୧୫ଟି ସ୍ଥାନରେ ଚାଲିଛି ଚଢାଉ । ଭୁବନେଶ୍ୱର HIG C5 ରେ ଚାଲିଛି ଚଢାଉ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.