ପୁଣି ୟୁକ୍ରେନ ରାଜଧାନୀ କିଭ୍‌ ଉପରେ ରୁଷର ଆକ୍ରମଣ, ୧୨ ସାଧାରଣ ନାଗରିକଙ୍କ ମୃତ୍ୟୁ

ପୁଣି ୟୁକ୍ରେନ ରାଜଧାନୀ କିଭ୍‌ ଉପରେ ଋଷର ଆକ୍ରମଣ। ୧୨ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ। ତେବେ ୫୧ ଦିନ ପରେ ପୁଣି ରାଜଧାନୀ କିଭ୍‌ ଉପରେ ଋଷ ଏହି ଆକ୍ରମଣ ହୋଇଛି କରିଛି। ଲଗାତାର ୨୩ଟି ମିସାଇଲ ମାଡ଼ କରିଛି ଋଷ।

 ନୂଆଦିଲ୍ଲୀ :  ପୁଣି ୟୁକ୍ରେନ ରାଜଧାନୀ କିଭ୍‌ ଉପରେ ଋଷର ଆକ୍ରମଣ। ୧୨ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ। ତେବେ ୫୧ ଦିନ ପରେ ପୁଣି ରାଜଧାନୀ କିଭ୍‌ ଉପରେ ଋଷ ଏହି ଆକ୍ରମଣ ହୋଇଛି କରିଛି। ଲଗାତାର ୨୩ଟି ମିସାଇଲ ମାଡ଼ କରିଛି ଋଷ।

ଯାହାମଧ୍ୟରୁ ୨୧ଟିକୁ ୟୁକ୍ରେନ ସେନା ଖସାଇବାରେ ସମର୍ଥ ହୋଇଥିଲେ। ହେଲେ ୨ଟି ଡ୍ରୋନ କିଭରେ ମାଡ଼ ହୋଇଥିଲା। ତେବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ଏହି ଆକ୍ରମଣର ଜବାବ ଦିଆଯିବ।