Browsing Tag

ukraine

ୟୁକ୍ରେନ୍ ଉପରେ ରୁଷର ବଡ଼ ଆକ୍ରମଣ, ୧୫ ମୃତ

ନୂଆଦିଲ୍ଲୀ: ରୁଷିଆ କିୱି ସହର ଉପରେ ବଡ଼ ଆକ୍ରମଣ କରିଛି । ନିପ୍ରୋରେ ରୁଷିଆ ଡ୍ରୋନ୍ ଦ୍ବାରା ଏକ ବସକୁ ଆକ୍ରମଣ କରାଯାଇଥିଲା । ଏହି ବସରେ ଖଣି ଶ୍ରମିକମାନ ଯାଉଥିବାବେଳେ ତାଙ୍କୁ ଟାଗ୍ରେର୍ଟ କରାଯାଇଥିଲା । ଏହି ଟାର୍ଗ୍ରଟରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି ।…

ପୁଟିନଙ୍କ ଘର ଉପରେ ଆକ୍ରମଣ!, ଜେଲେନ୍ସକି କହିଲେ ମିଛ କଥା

ରୁଷ : ପୁଟିଙ୍କ ଘର ଉପରେ ଆକ୍ରମଣ । ଯାହାକୁ ନେଇ ଟ୍ରମ୍ପ କଡ଼ା ନିନ୍ଦା କରିଛନ୍ତି । ଶାନ୍ତି ଆଲୋଚନା ମଝିରେ ପୁଟିନଙ୍କର ଏହା ଏକ ବଡ଼ ଚାଲ ବୋଲି କହିଲେ ଜେଲେନସ୍କି । ଏହିସହ ପୁଟିନ ମିଛ ଅଭିଯୋଗ ଆଣିଛନ୍ତି ବୋଲି ମଧ୍ୟ ଜେଲେନ୍ସକି କହିଛନ୍ତି । ପୁଟିଙ୍କ ଘର ଉପରେ ଡ୍ରୋନ ଆକ୍ରମଣକୁ ନେଇ…

ଆମେରିକା ଓ ୟୁକ୍ରେନରେ ବଡ଼ ସଫଳତା, ୟୁକ୍ରେନରେ ଶେଷ ହେବ କି ଯୁଦ୍ଧ?

ନୂଆଦିଲ୍ଲୀ: ୟୁକ୍ରେନରେ ଶେଷ ହେବ କି ଯୁଦ୍ଧ? ଶାନ୍ତି ଯୋଜନାରେ ୯୦% ସହମତି ।  ଶାନ୍ତି ସ୍ଥାପନ ପାଇଁ ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଆଲୋଚନାରେ ବଡ଼ ସଫଳତା ମିଳିଥିବା ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ।  ଶାନ୍ତି ପାଇଁ ପ୍ରସ୍ତୁତ ହୋଇଥିବା ୨୦ଟି…

ୟୁକ୍ରେନ ଉପରେ ଡ୍ରୋନ୍ ମାଡ଼, ମିସାଇଲ ମାଡ଼ରେ ୫ ମୃତ, ୧୦ରୁ ଅଧିକ ଆହତ

ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ଆକ୍ରମଣ।  ରାତି ସାରା ୟୁକ୍ରେନର ବିଭିନ୍ନ ସହର ଉପରେ ତୁହାକୁ ତୁହା ମିସାଇଲ ଓ ଡ୍ରୋନ ଆଟାକ।  ରାତିରେ କ୍ରେମଲିନ ପକ୍ଷରୁ ପ୍ରାୟ ୫୦ ମିସାଇଲ ଓ ୫ଶହ ଡ୍ରୋନ ଆଟାକ ହୋଇଥିବା ଦାବି କରିଛି ୟୁକ୍ରେନ।  ମୁଖ୍ୟତଃ ୯ଟି ସହର ଲଭିଭ, ଝାପୋରଝିଆ,…

ୟୁକ୍ରେନ ଉପରେ ରୁଷର ଭୟଙ୍କର ଆଟାକ, ଘନ ଘନ ବିସ୍ଫୋରଣରେ ଥରି ଉଠିଲା କିଭର ୭ ସହର

ୟୁକ୍ରେନ ଉପରେ ରୁଷର ଜୋରଦାର ଆକ୍ରମଣ ।  ୧୨ ଘଣ୍ଟାରେ ୬୦୦ ଡ୍ରୋନ ଏବଂ ୪୦ ମିସାଇଲ ମାଡ଼ କରିଛି ଋଷ ।  ଘନଘନ ବିସ୍ଫୋରଣରେ ଥରିଛି କିଭ  ।  ୟୁକ୍ରେନର ୭ଟି ଅଞ୍ଚଳକୁ ଟାର୍ଗେଟ କରି ଋଷ କରିଥିବା ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି ।  ମୃତକଙ୍କ ମଧ୍ୟରେ ଜଣେ ୧୨…

ୟୁକ୍ରେନ ଉପରେ ରୁଷର ବଡ଼ ଆକ୍ରମଣ, କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣରେ ହେଲା ୧୫ ଜଣଙ୍କ ମୃତ୍ୟୁ

ଆଜି ରୁଷ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଥିଲା ।  ଯେଉଁଥିରେ ୟୁକ୍ରେନରେ ୪ ଶିଶୁ ଙ୍କ ସହ ମୋଟ ୧୫ ଜଣଙ୍କର ମୃତ୍ୟୁ  ହୋଇଛି ।  ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି କହିଛନ୍ତି ଯେ ଯୁଦ୍ଧ ସମାପ୍ତ କରିବା ପାଇଁ କୂଟନୈତିକ ପ୍ରୟାସ  । ଏହି ଆକ୍ରମଣରେ ୟୁରୋପୀୟ…

ୟୁକ୍ରେନ ଉପରେ ରୁଷର ୭ଶହ ଡ୍ରୋନ୍ ଆକ୍ରମଣ, ୨ ମୃତ

ୟୁକ୍ରେନ ଉପରେ ରୁଷର ବଡ଼ ହମଲା ।  ୭ଶହ ଡ୍ରୋନ୍, ୧୦ ବମ୍ବର ସହ ଡର୍ଜନ ମିସାଇଲ ଆଟାକ କରିଛି କ୍ରେମଲିନ। ରାତିତମାମ ଡ୍ରୋନ ଓ ମିସାଇଲ ମାଡ଼। ୟୁକ୍ରେନ ଉପରେ ରୁଷର ଏହା ଚଳିତ ମାସର ଚତୁର୍ଥ ବଡ଼ ଆକ୍ରମଣ । ପଶ୍ଚିମ ୟୁକ୍ରେନର ସହରଗୁଡ଼ିକୁ ଟାର୍ଗେଟ କରି ଆଟାକ ହୋଇଥିଲା ।  ବିଶେଷ କରି…

ୟୁକ୍ରେନରେ ପୁଣି ତାଣ୍ଡବ ରଚିଲା ଋଷ, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ଧୂଆଁ ସୃଷ୍ଟି କଲା

ୟୁକ୍ରେନର ଭୟଙ୍କର ଡ୍ରୋନ ଆକ୍ରମଣ ପରେ ରୁଷ ପ୍ରତିଶୋଧ ନେଇଛି । ଶନିବାର ଦିନ ରୁଷ ପୂର୍ବ ୟୁକ୍ରେନର ଖାରକିଭ ସହର ଉପରେ ଏକ ଭୟଙ୍କର ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୧ ଜଣ ଆହତ ହୋଇଛନ୍ତି । ୟୁକ୍ରେନର ସ୍ଥାନୀୟ କର୍ତ୍ତୃପକ୍ଷ ଏହା…

ରୁଷ ଉପରେ ୟୁକ୍ରେନର ଆକ୍ରମଣ, କ୍ଷତିଗ୍ରସ୍ତ ହେଲା କ୍ରିମିଆ ସେତୁ

ୟୁକ୍ରେନ ୭୨ ଘଣ୍ଟା ମଧ୍ୟରେ ରୁଷ ଉପରେ ଆଉ ଏକ ବଡ଼ ଆକ୍ରମଣ କରିଛି । ଏଥର ୟୁକ୍ରେନୀୟ ସେନା କ୍ରିମିଆ ସେତୁ ଉପରେ ୧୧୦୦ କିଲୋଗ୍ରାମ ପାଣି ତଳେ ବିସ୍ଫୋରକ ରଖି ଉଡ଼ାଇ ଦେଇଛି । ପୂର୍ବରୁ ଜୁନ୍ ୧ ତାରିଖରେ ୟୁକ୍ରେନ ଡ୍ରୋନ୍ ଆକ୍ରମଣରେ ୫ଟି ରୁଷୀୟ ସେନା ଘାଟି ଉଡ଼ାଇ ଦେଇଥିଲା । ଏଥିରେ…

ରୁଷ ଉପରେ ୟୁକ୍ରେନର ବଡ଼ ଆକ୍ରମଣ, ରୁଷର ୬୦ ହଜାର କୋଟିର ୪୧ ବମ୍ବର ଏୟାରକ୍ରାଫ୍ଟ ଧ୍ବଂସ

ରୁଷ ଉପରେ ୟୁକ୍ରେନର ବଡ଼ ଆକ୍ରମଣ।  ଯୁଦ୍ଧ ଆରମ୍ଭ ପରଠାରୁ ସବୁଠାରୁ ବଡ଼ ଡ୍ରୋନ୍ ହମଲା ।  ୟୁକ୍ରେନର ଡ୍ରୋନ ଆକ୍ରମଣରେ ରୁଷର ୪ଟି ବାୟୁସେନା ଘାଟି ଓ ୪୧ଟି ଯୁଦ୍ଧ ବିମାନ ଧ୍ବଂସ । ୟୁକ୍ରେନର ଅପରେସନ ସ୍ପାଇଡର ୱେବରେ ରୁଷର ୬୦ ହଜାର କୋଟିର ୪୧ ବମ୍ବର ଏୟାରକ୍ରାଫ୍ଟ ଧ୍ବଂସ। କେମିତି ଥିଲା…

ସୁମିରେ ମିସାଇଲ ମାଡ଼ରେ ମୃତ୍ୟୁ ସଂଖ୍ୟା ୩୪ କୁ ବୃଦ୍ଧି, ଆକ୍ରମଣକୁ ନିନ୍ଦା କଲେ ଆମେରିକା ବୈଦେଶିକ ସଚିବ

ୟୁକ୍ରେନ : ୟୁକ୍ରେନର ସୁମି ସହରରେ ମିସାଇଲ ଆକ୍ରମଣ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି ।  ଗତକାଲି ପାମ୍ ସଣ୍ଡେ ଉତ୍ସବ ବେଳେ ସୁମୀ ଉପରେ ମିସାଇଲ ଆକ୍ରମଣ କରିଥିଲା ରୁଷ ସେନା ।  ଅବାସିକ ଅଞ୍ଚଳରେ ଖସିଥିଲା କ୍ଷେପଣାସ୍ତ୍ର ।  ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଥିବା ବେଳେ ୧୧୭ ଜଣ ଆହତ…

ୟୁକ୍ରେନର ସୁମିରେ ମିସାଇଲ୍ ଆକ୍ରମଣ କଲା ରୁଷ; ୨୧ ମୃତ, ୮୩ ଆହତ

ୟୁକ୍ରେନର ସୁମି ସହର ଉପରେ ରୁଷିଆ ମିସାଇଲ୍ ଆକ୍ରମଣ କରିଛି ।  ପାମ୍ ରବିବାରରେ  ଚର୍ଚ୍ଚ ସେବାରେ ଯୋଗଦେବା ସମୟରେ ଏହି ଆକ୍ରମଣ ହୋଇଛି ।  ଏହି ଆକ୍ରମଣରେ ୨୧ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବା ସହିତ ୮୩ ଜଣ ଆହତ ହୋଇଛନ୍ତି ।  ଧ୍ୱଂସର ଏକ ଭିଡିଓ ସେୟାର କରି ରାଷ୍ଟ୍ରପତି ଭୋଲୋଡିମିର…