Browsing Tag

chairman

ତୁହିନ କାନ୍ତ ପାଣ୍ଡେ SEBI ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ, ମାଧବୀ ପୁରୀ ବୁଚଙ୍କ ସ୍ଥାନ ନେବେ

ଅର୍ଥ ଏବଂ ରାଜସ୍ୱ ସଚିବ ତୁହିନ କାନ୍ତ ପାଣ୍ଡେଙ୍କୁ ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ (SEBI)ର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି ହୋଇଛନ୍ତି । ସେ ମାଧବୀ ପୁରୀ ବୁଚଙ୍କ ସ୍ଥାନ ନେବେ । ତାଙ୍କର କାର୍ଯ୍ୟକାଳ ଏହି ମାସରେ ଶେଷ ହେବ । ମାଧବୀ ପୁରୀ ବୁଚଙ୍କ କାର୍ଯ୍ୟକାଳ ମାର୍ଚ୍ଚ…

ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ, CNMSର ହେଲେ ଅଧ୍ୟକ୍ଷ

ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ ।  ନୂଆଦିଲ୍ଲୀ ସ୍ଥିତ ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ବିଶ୍ବଭୂଷଣ ହରିଚନ୍ଦନ।  ଦେଶର ବିକାଶ ଓ ଏହ ସହ ଜଡ଼ିତ ବିଭିନ୍ନ ଯୋଜନା ସଂପର୍କରେ ଅଧ୍ୟୟନ ସେଣ୍ଟର ଫର ନରେନ୍ଦ୍ର ମୋଦି ଷ୍ଟଡିଜ…

ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ

ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ । ନୋଏଲଙ୍କୁ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ବୁଧବାର ରତନ ଟାଟାଙ୍କ ନିଧନ ପରେ ଆଜି ମୁମ୍ବାଇରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ନୂଆ…

୩ ସନ୍ତାନ ଥିବାରୁ ପଦ ହରାଇଲେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା

ପୁରୀ : ପିଲା ପାଇଁ ପଦ ଗଲା । ୩ଟି ସନ୍ତାନ ଥିବାରୁ ପଦ ହରାଇଲେ ପୁରୀ ଜ଼ିଲ୍ଲା ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ । ଓଡିଶା ପଞ୍ଚାୟତ ସମିତି ଆକ୍ଟ 45 ଭି ଅନୁଯାୟୀ ପଦ ରଦ୍ଦ କଲେ ବରିଷ୍ଠ ସିଭିଲ ଜଜ ପିପିଲି । ମନୋରମା ରାଉତରାୟ ଙ୍କୁ ଅଧ୍ୟକ୍ଷା ଭାବରେ ଘୋଷଣା କରିଛନ୍ତି କୋର୍ଟ ।…

ରାଜ୍ୟର ବିଭିନ୍ନ ବୋର୍ଡ ଓ ନିଗମର ଅଧ୍ୟକ୍ଷ ନିଯୁକ୍ତ: ଶ୍ରୀମୟୀ ହଟିଲେ ଲେନିନ ମହାନ୍ତି ହେଲେ ଓଟିଡିସି ଅଧ୍ୟକ୍ଷ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟର ବିଭିନ୍ନ ବୋର୍ଡ ଓ ନିଗମର ଅଧ୍ୟକ୍ଷ ନିଯୁକ୍ତ । ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭାବେ କଳିକେଶ ସିଂହଦେଓ, ଆପିକଲ୍‌ର ଅଧ୍ୟକ୍ଷା ଭାବେ ପ୍ରତାପ ଆଦିତ୍ୟ ମିଶ୍ର, ORHDCର ଅଧ୍ୟକ୍ଷ ଭାବେ ଡି. ବିଶ୍ୱନାଥଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ଲେନିନ…

ପୂର୍ବତନ ଡିଜିପି ଅଭୟଙ୍କୁ ମିଳିଲା ନୂଆ ଦାୟିତ୍ୱ ; ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିସନର ହେଲେ ଅଧ୍ୟକ୍ଷ 

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର-OSSCର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ପୂର୍ବତନ ପୋଲିସ ଡିଜି ଅଭୟ । ଦାୟିତ୍ୱ ଗ୍ରହଣଠୁ ୫ ବର୍ଷ କିମ୍ବା ତାଙ୍କୁ ୬୨ ବର୍ଷ ବୟସ ହେବା ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ। ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶିତା ଆଣିବା ଓ ନିଯୁକ୍ତି…