Below header
Browsing Tag

chandbali strike

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆସନ୍ତା ୨୯ ତାରିଖ ଚାନ୍ଦବାଲି ବନ୍ଦ ନିଷ୍ପତ୍ତି

ଭଦ୍ରକ (କେନ୍ୟୁଜ୍) : ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆସନ୍ତା ୨୯ ତାରିଖ ଚାନ୍ଦବାଲି ବନ୍ଦ ନିଷ୍ପତ୍ତି । ଚାନ୍ଦବାଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ବନ୍ଦ ଡାକରାକୁ ଚାନ୍ଦବାଲି ବ୍ଳକର ସମସ୍ତ ଜନ ସାଧାରଣ ପୁର୍ଣ୍ଣ ସମର୍ଥନ ଜଣାଇବାକୁ ଅନୁରୋଧ କରିଛି କମିଟି…