Below header
Browsing Tag

chandrabhanu satpathy

ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ଉପସ୍ଥିତିରେ ନ୍ୟୁଜିଲାଣ୍ଡ ଅକଲାଣ୍ଡରେ ସାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ

() ନିଉଜିଲାଣ୍ଡର ଅକଲାଣ୍ଡ ସହରରେ ପ୍ରତିଷ୍ଠିତ ହୋଇଥିବା ଶିରିଡ଼ି ସାଇବାବା ମନ୍ଦିରର ୧୦ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଠିକ୍ ଦଶ ବର୍ଷ ତଳେ ଗୁରୁଜୀ ଏହି ମନ୍ଦିରର ପ୍ରାଣ…