Below header
Browsing Tag

chaudwar news

କଟକ ଚୌଦ୍ୱାର ୧୭ ନମ୍ବର ଓ୍ଵାର୍ଡ ଧୂମାବତୀ ଲେନ୍‌ ଅଞ୍ଚଳରେ ହାତୀ ଉପଦ୍ରବ, ପାଚିଲା ଧାନ ଖାଇବା ସହ ନଷ୍ଟ କରୁଛନ୍ତି…

ଚୌଦ୍ୱାର: ନିଦ ହଜାଉଛନ୍ତି ହାତୀପଲ । କଟକ ଚୌଦ୍ୱାର ୧୭ ନମ୍ବର ଓ୍ଵାର୍ଡ ଧୂମାବତୀ ଲେନ୍‌ ଅଞ୍ଚଳରେ ହାତୀ ଉପଦ୍ରବ । ପାଚିଲା ଧାନ ଖାଇବାକୁ ହତୀପଲ ଗାଁ ମୁହାଁ ହେଉଥିବା ଜଣାପଡିଛି । ଛତିଶାପାଟରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଫଳରେ ଚାଷୀ ତାର  ବର୍ଷକର ଅମଳ ହରାଇଛି । ଆଜିକୁ…

ଚୌଦ୍ୱାର: କୁସୁନୁପୁର ଗ୍ରାମ ଝୁମ୍ପୁଡି ସାହି ଆଦିବାସୀ ବସ୍ତିରେ ଦୁଇଗୋଷ୍ଠୀ ମଧ୍ଯରେ ବଚସା ସହ ମୁହାଁମୁହିଁ

ଚୌଦ୍ୱାର: କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ୍‌ କରି ପଚାଂୟତ ଅନ୍ତର୍ଗତ କୁସୁନୁପୁର ଗ୍ରାମ ଝୁମ୍ପୁଡି ସାହି ଆଦିବାସୀ ବସ୍ତିରେ ଦୁଇଗୋଷ୍ଠୀ ମଧ୍ଯରେ ବଚସା ସହ ମୁହାଁମୁହିଁ । ଚୌଦ୍ୱାର ଥାନାରେ ସରପଂଚ ୱାର୍ଡ ସଭ୍ଯଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। କିଛିଦିନ ତଳେ ଏହି ବସ୍ତିରେ ସରକାରୀ…