କ୍ରୀଡ଼ା କ୍ଷେତ୍ରରେ ଆଉ ପାଦେ ଆଗରେ,କିଟ୍ ଓ କିସରେ ହେବ ଦେଶର ପ୍ରଥମ ଚେସ୍ ଏକାଡେମୀ
କେନ୍ୟୁଜ୍(ବ୍ୟୁରୋ): କିଟ୍ ଓ କିସରେ ହେବ ଦେଶର ପ୍ରଥମ ଚେସ୍ ଏକାଡେମୀ । କିଟ୍ ଓ କିସରେ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ଆବାସିକ ଚେସ୍ ଏକାଡେମୀ ପ୍ରତିଷ୍ଠା ହେବ । ଗୁରୁବାର ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ଚେସ୍ ସଂଘର କେନ୍ଦ୍ରୀୟ ପରିଷଦ ଓ ସାଧାରଣ ପରିଷଦ ବୈଠକରେ…